@soubhagyabati-giri

SOUBHAGYABATI GIRI
Literary Colonel
58
Posts
2
Followers
2
Following

Writing is my passion

Share with friends

ମନରେ ଯେ ରଖେ ଅଦମ୍ୟ ସାହସ ନିଶ୍ଚେ ଜିତେ ଦିନେ ସିଏ ସାହସ ସାଥିରେ ନିଷ୍ଠା ଥିଲେ ପରା ପଙ୍ଗୁ ଗିରି ଲଂଘିଯାଏ

ପିତା ଆମ ବ୍ରହ୍ମା ବିଷ୍ଣୁ ପିତା ମହେଶ୍ୱର ପିତା ସିଏ ଜନ୍ମଦାତା ଅଟନ୍ତି ଆମର

ଯୋଗ ପ୍ରାଣାୟମ କରୁଥିଲେ ନିତି ଡାକ୍ତର ପାଖରୁ ଦୂରେ ରହିବ ଅନେକ ରୋଗର ଔଷଧ ଏ ଯୋଗ ଶରୀରକୁ ତୁମ ସୁସ୍ଥ ରଖିବ


Feed

Library

Write

Notification
Profile