Jagabandhu Sahu
Literary Colonel
AUTHOR OF THE YEAR 2021 - NOMINEE

170
પોસ્ટ
163
અનુસરતા
0
ફોલોઈંગ

I'm Jagabandhu and I love to read StoryMirror contents.

મિત્રો સાથે શેર કરો
Earned badges
See all

କେବେ ହେବ ଦୟ କାଳିଆ ସାଆନ୍ତ ନେବା ପାଇଁ ମୋତେ ପୁରୀ ରତ୍ନସିଂହାସନେ ଦେଖିବି ତୋତେରେ ଲଗେଇଦେ ଭାବ ଡୋରି [ ଜଗବନ୍ଧୁ ସାହୁ ]

କଥାରେ କଥାରେ ଅନେକ କଥା ଯେ କହି ହୁଏ ନାହିଁ ସବୁ ହୃଦୟ କନ୍ଦରେ ସ୍ମୃତି ହୋଇ ରୁହେ ଅକୁହା କଥାଟି ବାବୁ [ ଜଗବନ୍ଧୁ ସାହୁ ]

ମନେ ଅସରନ୍ତି ଅବ୍ୟକ୍ତ ଭାବନା ହୃଦୟେ ଅନେକ ବ୍ୟଥା ଅଶ୍ରୁ ତ ଝରଇ କହି ନ ପାରଇ ସେଇ ଯେ ଅକୁହା କଥା ପ୍ରେମ୍ କବି ଜଗବନ୍ଧୁ ସାହୁ

ଦୁର୍ଗତି ନାଶିନୀ ମାଁ ସଂହିବାହିନୀ ଘେନ ମୋର ପୁଷ୍ପାଞ୍ଜଳି ଦୁଃଖ ଶୋକ ସବୁ ଦୂର କରି ଦିଅ ଏତିକି କରୁଛି ଅଳି ପ୍ରେମ୍ କବି ଜଗବନ୍ଧୁ ସାହୁ

ପରିବେଶ ଯଦି ରଖିବା ନିର୍ମଳ ରୋଗ ବ୍ଯାଧି ହେବ ଦୂର ସ୍ବଚ୍ଛ ଭାରତଟେ ର୍ନମାଣ ହୋଇବ ପ୍ରୟାସ ଏ ଏକତାର ପ୍ରେମ୍ କବି ଜଗବନ୍ଧୁ ସାହୁ

ନବରାତ୍ରୀ ପର୍ବେ ପ୍ରଥମ ଦିବସେ ନାମତୋର ଶୈଳପୁତ୍ରୀ ବୃଷଭ ବାହିନୀ ତ୍ରିଶୁଳ ଧାରିଣୀ ଘେନବାରେ ମୋ'ପ୍ରଣତୀ ପ୍ରେମ୍ କବି ଜଗବନ୍ଧୁ ସାହୁ

ନବରାତ୍ରୀ ପର୍ବେ ପ୍ରଥମ ଦିବସେ ନାମତୋର ଶୈଳପୁତ୍ରୀ ବୃଷଭ ବାହିନୀ ତ୍ରିଶୁଳ ଧାରିଣୀ ଘେନବାରେ ମୋ'ପ୍ରଣତୀ ପ୍ରେମ୍ କବି ଜଗବନ୍ଧୁ ସାହୁ

ଛାଇ ତୁମ ମାଗୋ ସପନରେ ଦେଖେ ଭକ୍ତି ମନ ଭାବନାରେ ପୂଜିବାକୁ ଇଛା ନୈବେଦ୍ଯ ଦେଇ ଏଇ ପୂଜା ମଣ୍ତପରେ ପ୍ରେମ୍ କବି ଜଗବନ୍ଧୁ ସାହୁ

ଅଧମର ଅଳି ଭରିଦିଅ ଥାଳି ସଂସାରୁ ହଟୁ କଷଣ ସଂସାର ବୈଭବ ଆହେ ସଦାଶିବ ଦିଅ ବାରେ ଦରଶନ ପ୍ରେମ୍ କବି ଜଗବନ୍ଧୁ ସାହୁ ଗଞ୍ଜାମ


ફીડ

લાઈબ્રેરી

લાખો

સૂચના
પ્રોફાઈલ