@anil-kumar-pradhan

Anil kumar Pradhan
Literary Colonel
AUTHOR OF THE YEAR 2021 - NOMINEE

102
Posts
83
Followers
2
Following

ଓଡ଼ିଆ ଲେଖିବା ଆଉ ପଢିବାକୁ ଭଲ ପାଉଥିବା ଏକ ଆତ୍ମା l ଏହି "ଷ୍ଟୋରି ମିରର " ସାହିତ୍ୟ ଅନୁଷ୍ଠାନରେ ପ୍ରଥମେ ମୋର ଯାତ୍ରା ଆରମ୍ଭ ହୁଏ.... ଏକ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ "ମୋ ଜୀବନ ଓ ମୋ ଶବ୍ଦ "ର "ପ୍ରେମ " କବିତାରୁ ll ବାସ୍ତବରେ ଏହି ଅନୁଷ୍ଠାନ ଅନେକ ସମୟରେ ସାହିତ୍ୟର ସେବା କରିବା ସହ,ସାହିତ୍ୟ ଜଗତର ବାଣୀଭଣ୍ଡାରକୁ ଉତ୍ତରୋତ୍ତର ଉର୍ନ୍ନତି... Read more

Share with friends

ନଅ : "ମୋ ଜୀବନ ମୋ ଅନୁଭୂତି " "ଜୀବନ ର ଅର୍ଥ ମରି ମରି ବଞ୍ଚିବା ଆଉ ବଞ୍ଚି ବଞ୍ଚି ମରିବା l" -କଢ଼ଲିପି -

ଆଠ : "ମୋ ଜୀବନ ମୋ ଅନୁଭୂତି " ଜୀବନରେ କେବଳ ନିଜ ପାଇଁ ବଂଚିବା ବଂଚିବା ନୁହେଁ ,ସମାଜ ପାଇଁ ବଂଚିବା ମଧ୍ୟ ଆବଶ୍ୟକ l କାରଣ ସମାଜ ଆମ୍ଭ ପାଇଁ ଓ ଆମ୍ଭେ ସମାଜ ପାଇଁ ଜରୁରୀ l -କଢ଼ଲିପି -

ସାତ : "ମୋ ଜୀବନ ମୋ ଅନୁଭୂତି " ଜୀବନରେ ସମସ୍ତଙ୍କୁ ଭଲପାଅ ସେହି ଭଲପାଇବା ପୁନଶ୍ଚ ସମସ୍ତଙ୍କ ପାଖରୁ ଫେରିଆସିବ ,କାରଣ ପୃଥିବୀ ସୂର୍ଯ୍ୟ ଚାରିପାର୍ଶ୍ଵରେ ଘୁରିବା ସହିତ ନିଜ ଅକ୍ଷ ଚତୁଃର୍ପାଶ୍ୱରେ ମଧ୍ୟ ଘୁରିଥାଏ ll ସମୟ ଆସିଲେ ପୃଥିବୀ ପରି କଲାକର୍ମ ମଧ୍ୟ ଫେରିଆସେ l -କଢ଼ଲିପି -

ଛଅ : "ମୋ ଜୀବନ ମୋ ଅନୁଭୂତି " ଜୀବନରେ ହସକୁ ଭଲପାଅ ମନା ନାହିଁ ,ମାତ୍ର କାନ୍ଦକୁ ଘୃଣା କରନାହିଁ l ନଚେତ ଜୀବନ ଅଲଣା ଲାଗିବ ,କାରଣ ହସ ପରେ କାନ୍ଦ ଆସିବା ସୃଷ୍ଟିର ନିୟମ l -କଢ଼ଲିପି -

ପାଞ୍ଚ : "ମୋ ଜୀବନ ମୋ ଅନୁଭୂତି " ଜୀବନରେ ସମସ୍ତ ଜିନିଷର ଶେଷରେ ଆରମ୍ଭ ଆବଶ୍ୟକ ,ଆଉ ତାହାକୁ ପୁରଣ କରିବାରେ ମନ ଏଣେତେଣେ ହୁଏ l ତେଣୁ ମନର ଶାନ୍ତି ନିମିତ୍ତ ଶେଷରେ ଆରମ୍ଭ କରିବାକୁ ହେବ l -କଢ଼ଲିପି -

ଚାରି : "ମୋ ଜୀବନ ମୋ ଅନୁଭୂତି " ଜୀବନରେ ଦୁଃଖରେ ମର୍ମାହତ ଓ ସୁଖରେ ଅତ୍ୟଧିକ ଆନନ୍ଦ ହୋଇ ସମୟ ନଷ୍ଟ ନକରି ଆଗମୀଦିନ ପାଇଁ ଚିନ୍ତା କରିବା ଆବଶ୍ୟକ l କାରଣ ଜୀବନ ପ୍ରତ୍ୟକ ଦିନ ପରିବର୍ତ୍ତନଶୀଳ ତେଣୁ ସୁଖ ଓ ଦୁଃଖର ଚିନ୍ତାନ କରି କର୍ମ କରିଚାଲିବା ବିଧେୟ l -କଢ଼ଲିପି -

ତିନି : "ମୋ ଜୀବନ ମୋ ଅନୁଭୂତି " ଜୀବନରେ କର୍ମହିଁ ଭଗବାନ ତେଣୁ ନିଜ କର୍ମ ଉପରେ ଆଶା ରଖ ମାତ୍ର କର୍ମ ଫଳରେ ନୁଁହ କାରଣ କର୍ମର ଫଳ ସୃଷ୍ଟିକର୍ତ୍ତା ନିର୍ଧାରଣ କରିଥାନ୍ତି l ଆଉ ମଧ୍ୟ , ଜୀବନରେ କାହା ପାଖରୁ କିଛି ଆଶା ରଖନାହିଁ କାରଣ ଏଠି ସମସ୍ତେ କ୍ଷଣସ୍ଥାୟୀ l -କଢ଼ଲିପି -

ଦୁଇ : "ମୋ ଜୀବନ ମୋ ଅନୁଭୂତି " ଜୀବନରେ ସଫଳତାରେ ହସ ନାହିଁ ମାତ୍ର ସଫଳତା ପାଇବା ପାଇଁ ହସ ,କାରଣ ବିନା ହସରେ ସଫଳତା ଆସେନାହିଁ l -କଢ଼ଲିପି -

ଏକ : "ମୋ ଜୀବନ ମୋ ଅନୁଭୂତି " ଜୀବନର ଶେଷ ସତ୍ୟ ମୃତ୍ୟୁ l ଜୀବନରେ ବଂଚିବାକୁ ହେବ ମିଥ୍ୟା ସହ ପେଶିହୋଇ ହୋଇ , କାରଣ ଜୀବନରେ ମୃତ୍ୟୁ ବିନା ସବୁକିଛି ମୋହ ,ମାୟା ଆଉ ମିଥ୍ୟା l


Feed

Library

Write

Notification
Profile