@mhg90y4u

Pratima Panda
Literary Captain
102
Posts
13
Followers
9
Following

My pen is my aeroplane

Share with friends
Earned badges
See all

Submitted on 22 Apr, 2021 at 17:23 PM

'ତୁମେ ମୋର' ବୋଲି ଚିତ୍କାର କରିବା ଠାରୁ 'ମୁଁ ତୁମର' ଏ ଉପଲବ୍ଧି ବେଶ୍ ଆତ୍ମସନ୍ତୋଷ ଦିଏ ॥

Submitted on 25 Sep, 2020 at 15:40 PM

ଧୁ ଧୁ ଖରାରେ ବରଗଛ ଛାଇ ଅନ୍ଧାରେ ଆଲୋକ ଶିଖା, ସବୁ ଦଃଖ କଷ୍ଟ ଏକା ଏକା ସହି ଆମକୁ ଦେଖାଅ ରାହା ।

Submitted on 08 Aug, 2020 at 17:09 PM

ପ୍ରତିରାତି ରେ ବିଛଣାରେ ମୋ ମୃତ୍ୟୁ ହୁଏ ଆଉ ପ୍ରତି ସକାଳରେ ମୁଁ ଜନ୍ମ ହୁଏ ।

Submitted on 08 Aug, 2020 at 16:49 PM

ଜନ୍ମଦିନ ଆସେ ଆଉ କାନେ କାନେ ଯାଏ କହି ମିଳିଥିବା ଆୟୁଷରୁ ଗୋଟଏ ବରଷ ଯାଇଛି କଟି

Submitted on 05 Aug, 2020 at 17:32 PM

प्यार !उम्रभर का तलाश एक मिठासा इन्तजार दर्द भरे एक सुख और सारे सुख समेटा मेरा सबसे प्यारा दुःख

Submitted on 05 Aug, 2020 at 08:22 AM

ଅପ୍ରାପ୍ତିରେ ପ୍ରେମ ସୁନ୍ଦର ପ୍ରାପ୍ତିରେ ପ୍ରେମ କଦାକାର

Submitted on 05 Aug, 2020 at 08:15 AM

ଅନ୍ୟ କାହାକୁ ପ୍ରେମ କରିବା ଆଗରୁ ନିଜକୁ ଥରେ ପ୍ରେମ କରି ଦେଖ ଜୀବନ ପ୍ରେମମୟ ହୋଇଯିବ

Submitted on 05 Aug, 2020 at 08:12 AM

ପ୍ରେମରେ ନ ଥାଏ ପରୀକ୍ଷା ପ୍ରେମରେ ନ ଥାଏ ପ୍ରତାରଣା ପ୍ରେମ ତ ହୋଇଥାଏ ପ୍ରେମମୟ ଏକ ସ୍ୱର୍ଗୀୟ ଅନୁଭବ ହୃହୟର

Submitted on 31 Jul, 2020 at 15:50 PM

ପ୍ରତ୍ୟେକ ଅନ୍ତ ପରେ ହୋଇଥାଏ ଏକ ନୂତନ ଆରମ୍ଭ


Feed

Library

Write

Notification
Profile