Pratima Panda
Literary Captain
102
Posts
13
Followers
6
Following

My pen is my aeroplane

Share with friends

'ତୁମେ ମୋର' ବୋଲି ଚିତ୍କାର କରିବା ଠାରୁ 'ମୁଁ ତୁମର' ଏ ଉପଲବ୍ଧି ବେଶ୍ ଆତ୍ମସନ୍ତୋଷ ଦିଏ ॥

ଧୁ ଧୁ ଖରାରେ ବରଗଛ ଛାଇ ଅନ୍ଧାରେ ଆଲୋକ ଶିଖା, ସବୁ ଦଃଖ କଷ୍ଟ ଏକା ଏକା ସହି ଆମକୁ ଦେଖାଅ ରାହା ।

ପ୍ରତିରାତି ରେ ବିଛଣାରେ ମୋ ମୃତ୍ୟୁ ହୁଏ ଆଉ ପ୍ରତି ସକାଳରେ ମୁଁ ଜନ୍ମ ହୁଏ ।

ଜନ୍ମଦିନ ଆସେ ଆଉ କାନେ କାନେ ଯାଏ କହି ମିଳିଥିବା ଆୟୁଷରୁ ଗୋଟଏ ବରଷ ଯାଇଛି କଟି

प्यार !उम्रभर का तलाश एक मिठासा इन्तजार दर्द भरे एक सुख और सारे सुख समेटा मेरा सबसे प्यारा दुःख

ଅପ୍ରାପ୍ତିରେ ପ୍ରେମ ସୁନ୍ଦର ପ୍ରାପ୍ତିରେ ପ୍ରେମ କଦାକାର

ଅନ୍ୟ କାହାକୁ ପ୍ରେମ କରିବା ଆଗରୁ ନିଜକୁ ଥରେ ପ୍ରେମ କରି ଦେଖ ଜୀବନ ପ୍ରେମମୟ ହୋଇଯିବ

ପ୍ରେମରେ ନ ଥାଏ ପରୀକ୍ଷା ପ୍ରେମରେ ନ ଥାଏ ପ୍ରତାରଣା ପ୍ରେମ ତ ହୋଇଥାଏ ପ୍ରେମମୟ ଏକ ସ୍ୱର୍ଗୀୟ ଅନୁଭବ ହୃହୟର

ପ୍ରତ୍ୟେକ ଅନ୍ତ ପରେ ହୋଇଥାଏ ଏକ ନୂତନ ଆରମ୍ଭ


Feed

Library

Write

Notification
Profile