Rama chandra Pradhan
Literary Colonel
AUTHOR OF THE YEAR 2021 - NOMINEE

160
Posts
76
Followers
4
Following

ମୁଁ ଜଣେ ଶିକ୍ଷକ l ଶିକ୍ଷକତା ମୋର ପେଶା ଆଉ କବିତା ଲେଖିବା ମୋର ନିଶା l

Share with friends
Earned badges
See all

ଜହ୍ନ ବୁଝେ ନାହିଁ ରାତିର ଅନ୍ଧାର ପ୍ରେମ ବୁଝେ ନାହିଁ ଜାତି ମରଣ ଦେଖେନି କିଏ ଆପଣାର ଜୁଇ ତ ବୁଝେନା ପ୍ରୀତି... Rama chandra pradhan

ଜହ୍ନ ବୁଝେ ନାହିଁ ରାତିର ଅନ୍ଧାର ପ୍ରେମ ବୁଝେ ନାହିଁ ଜାତି ମରଣ ଦେଖେନି କିଏ ଆପଣାର ଜୁଇ ତ ବୁଝେନା ପ୍ରୀତି... Rama chandra pradhan

ତୋ ପ୍ରେମ ମନ୍ଦିରେ ପୂଜା ମୁଁ କରିବି ପ୍ରେମ ପୂଜାରୀଟେ ସାଜି ତୋ ମଥାରେ ଦେଇ ମୋ ପ୍ରେମ ସିନ୍ଦୁର ଜିତିବି ଏ ପ୍ରେମ ବାଜି @ Rama chandra pradhan

ପ୍ରେମ କୁହୁଡିରେ ସବୁ ପହଁରନ୍ତି ଭୁଲି ନିଜ ବାସ୍ତବତା ସତେକି ଯେମିତି ଶୂନଶାନ ଲାଗେ ଝଡ ପର ନୀରବତା @Rama chandra pradhan


Feed

Library

Write

Notification
Profile