@mb0lc99t

Sradhanjali Panigrahi
Literary Captain
10
Posts
8
Followers
0
Following

Love is life.

Share with friends
Earned badges
See all

Submitted on 12 Feb, 2020 at 10:39 AM

I want to be lost in your arms.

Submitted on 11 Feb, 2020 at 17:52 PM

No matter we live together or not, but our souls never be apart.

Submitted on 07 Feb, 2020 at 16:44 PM

ଗୋଲାପ ଦେଇନି ଆଜି ଯାଏ ତାକୁ ପାଇନି ସୁଯୋଗ କେବେ ଗୋଲାପ ଦିନରେ ହସି ଦେଲେ ସିଏ ଗୋଲାପୀ ଗୋଲାପୀ ଲାଗେ ।

Submitted on 06 Feb, 2020 at 16:30 PM

ଜୀବନ ଯେ ଚକା ଭଉଁରୀର ଖେଳ ଅର୍ଥେ ମିଳେନାହିଁ ଅର୍ଥ, ଛଅଟି ବାଉଁଶ ଶେଷେ ଖୋଜାପଡ଼େ ସାହାଲେ ପ୍ରାସାଦ ବ୍ୟର୍ଥ ।

Submitted on 06 Feb, 2020 at 16:05 PM

I don't want a second chance to be with you, but I want the present chance to be mesmerised in you.

Submitted on 05 Feb, 2020 at 18:48 PM

ଯେଉଁ ଆଖି ମୋତେ ଦେଖାଇଲା ଦିନେ ପ୍ରେମରଙ୍ଗ ହୋଲି ଖେଳ ସେ ଆଖିକୁ ଆଜି ଦେଖି ଦେଲେ କିଆଁ ଭରି ଯାଏ ଅଶ୍ରୁ ଜଳ ।


Feed

Library

Write

Notification
Profile