subhasree rout
Literary Lieutenant
15
Posts
0
Followers
1
Following

I'm subhasree and I love to read StoryMirror contents.

Share with friends
Earned badges
See all

" କଥା କହି ପାରେନା ବୋଲି ମୋତେ ପର କରନା ଟିକେ ଭଲପାଇବା ଦେଇ ଆମ ଜାତିକୁ ବଞ୍ଚାଇ ରଖନା ।"

" ପ୍ରକୃତି ଆଉ ଉତ୍ତମ ସ୍ବାସ୍ଥ୍ୟ ପରସ୍ପର ନିର୍ଭରଶୀଳ ।"

" ସବୁ ବର୍ଣ୍ଣର ସମନ୍ୱୟ ଭାବନାର ରୂପ କମନୀୟ।"

" ଅନ୍ତରରେ ସାତ୍ତ୍ୱିକ ଭାବନା ବିଭୂ ପ୍ରେମର ରହସ୍ୟ ସିନା ।"

"ପହିଲି କିରଣ ମନେ ଭରିଦିଏ ନବୀନ ପୁଲକ ।"

"ଅତ୍ୟାଧୁନିକତା ଉତଶୃଖଳାର ଅନ୍ୟ ଏକ ରୂପ ।"

" ବିଶ୍ବାସ ଶବ୍ଦଟିଏ ନୁହେଁ ବଞ୍ଚିବାର ଆଶାଟିଏ ।"

"ପ୍ରକୃତି ବିନା କଳ୍ପନା ସ୍ପଦନ ବିନା ଜୀବନ ।"

ତୁମ ଆଖିରେ ନିଜକୁ ପଢିନିଏ । ତୁମ ଆତ୍ମାରେ ନିଜକୁ ହଜାଇଦିଏ ।।


Feed

Library

Write

Notification
Profile