ନା ମୁଁ କବି ନା ମୁଁ ଲେଖିକା ବାସ ମନର ଭାବନା କୁ ବର୍ଣ୍ଣନା କରିବାର ଖୁସି କିଛି ଅଲଗା...ଅନୁଭବ ଓ ଅନୁଭୂତି ର ଗନ୍ତାଘର କୁ ଯେତେବେଳେ କାଗଜ ଓ କଲମ ର ସ୍ପର୍ଶ ବାଜିଯାଏ ସୃଜନଲେଖନୀ ର ଝଙ୍କାର ପ୍ରତିଟି ହୃଦୟରେ ନିଜର ମହକ ଛାଡ଼ିଦେଇ ଯାଏ...ପ୍ରକୃତି,ପରିବେଶ,ସମାଜ ଓ ଦୁନିଆ ଏହାର ସ୍ଥାୟୀ ମୂକସାଖି ପରି ଚିର ଜାଗ୍ରତ ଅବସ୍ଥାରେ ରହିଥାନ୍ତି...ବାସ୍ତବତା ର... Read more
Share with friendsNo Audio contents submitted.