akshayakumar Dash
Literary Captain
33
Posts
0
Followers
1
Following

ଧନ୍ୟବାଦ୍ ଲେଖକ ଭାବେ ପରିଚିତ।

Share with friends

ଗୋଟିଏ ପଖିଆ ତଳେ ସାରା ପରିବାର ବାପା ବାପା ଡାକ ଶୁଣି ଜବାବ ତତ୍ପର

କେତେ ଓଷା ବ୍ରତ ଉପବାସ ସେତ ମୋ ମଙ୍ଗଳ ପାଇଁ କରେ, ପନିକି ଦାଢ଼ରେ ଆଙ୍ଗୁଳି କାଟଇ ଆନମନା ରହି ଧରେ ।

ପ୍ରତେକ କାର୍ଯ୍ୟ ସମ୍ପର୍ପଣ କଲେ ଗର୍ବ ଆସେନାହିଁ

କାର୍ଯ୍ୟ ଛୋଟ ହେଉ କି ବଡ଼ ହେଉ କରି ବସିଲେ ସମୟ ରେ ତାର ମୂଲ୍ୟ ନିର୍ଦ୍ଧାରଣ ହୁଏ

"ହାରିଯିବ ଲୋକଟି ଜାଣିବା ଉଚିତ ହେବ ତାପଛରେ ସତ୍ୟ ଅଛି, ସତ୍ୟ ହିଁ ଈଶ୍ୱର "


Feed

Library

Write

Notification
Profile