"ଭଲ ପାଇବାର ଜଳନ୍ତା ଯୁଇରେ
ଜଳି ନାହିଁ ଥରେ ଯିଏ
ସେ କାହୁଁ ଜାଣିବ ପତଙ୍ଗ କାହିଁକି
ଜଳି ବାକୁ ଭଲ ପାଏ !"
🌻🍁🌹🌻🌹🌻🌹🌻🌹
🎆"ତାରା"🎆
***************************
"ଅମା ଅନ୍ଧକାରେ ମୋ ଛାତ ଉପରେ
ପ୍ରିୟା ସାଥେ ଗପୁଥିଲି
ତାକୋଳରେ ଶୋଇ ତାରାକୁ ଦେଖେଇ
ସ୍ମୃତିକୁ ବଖାଣୁ ଥିଲି "!
"ଶିକ୍ଷକ ଦେଖାନ୍ତି ବଞ୍ଚିବାର ବାଟ, ଜୀବନର ଚଲାପଥେ
ଯେତେ ବଡ଼ ବଡ଼ ପଦବୀରେ ରୁହ
ମଥା ଥାଉ ତାଙ୍କ ପାଦେ !"
ପ୍ରେମ ନୁହେଁ ସେତ ମାଟିର କଣ୍ଢେଇ, ତଳେ ପଡି ଭାଙ୍ଗିଯିବ
ପ୍ରେମ ନୁହେଁ ସେତ ନଦୀ ପଠା ବାଲି,
ପବନରେ ଉଡିଯିବ !"