I'm mir mustakim and I love to read StoryMirror contents.
Share with friends
ତୁମେ ଚାଲିଗଲା ପରେ ବସନ୍ତ ବି ଲାଗେ ଫିକା ଫିକା, ସ୍ନେହରେ ବାନ୍ଧି ହୋଇଥିଲି ଏବେ ଭାବୁଛି ଜିଁଇବି କିପରି ଏକା ଏକା । କେହି ଛୁଇଁ ଦେଲେ ଭାଙ୍ଗି ପଡୁଛି ଫୋଟକା ପରି, ଉଠିବି ବୋଲି ଭାବୁଛି ହେଲେ କାହା ହାତ ଧରି । ମିର୍ ମୁସ୍ତାକିମ୍ ଅଲ୍ଲୀ
ଗୁରୁ... ତୁମ ଦକ୍ଷିଣା କେବେ ହେବ ନାହିଁ ବ୍ୟର୍ଥ ବୁଝି ପାରିଲେ ହେଲା ତା ଅର୍ଥ, ମୌଳିକ ନୂତନ ଚିନ୍ତାଧାରା ସମ୍ପର୍କରେ ଅବଗତ ହେଉ ଚାଲିଲେ ତୁମ୍ଭ ପଥରେ । ମୀର ମୁସ୍ତାକିମ ଅଲ୍ଲୀ