I'm Tejaswini and I love to read StoryMirror contents.
ନିଜ କୁ ଅନ୍ୟ ସହିତ କେବେ ତୁଳନା କର ନାହିଁ। ତାହା ହେଲେ ନିଜ କୁ ଅପମାନ କରୁଛ। ତେଜସ୍ଵିନୀ ଶତପଥୀ
ଦୁର୍ବଳ ଓ ଅସହାୟ ସହିତ ଜଣେ ଯେମିତି ଆଚରଣ କରେ,ସେଥିରୁ ତାର ବ୍ୟକ୍ତିତ୍ଵ ଓ ଚରିତ୍ର ସମ୍ପର୍କ ରେ ଜଣା ପଡ଼େ। ତେଜସ୍ଵିନୀ ଶତପଥୀ