@lglfk7sa

Lopamudra Mishra
Literary Brigadier
AUTHOR OF THE YEAR 2020 - NOMINEE

118
Posts
239
Followers
5
Following

I'm Lopamudra and I love to read StoryMirror contents.

Share with friends
Earned badges
See all

Submitted on 14 Sep, 2019 at 07:01 AM

ଦୁଃଖୀକୁ ସାହାଯ୍ୟ କଲେ ନିଜର ପୂଣ୍ୟ ହେବ ବିଚାର ନକରି ଦୁଃଖୀଟି ଉପକୃତ ହେବ ଚିନ୍ତାକରୁଥିବା ବ୍ୟକ୍ତି ପ୍ରକୃତରେ ହୃଦୟବାନ୍ l ଲୋପାମୁଦ୍ରା ମିଶ୍ର

Submitted on 12 Sep, 2019 at 21:15 PM

ସମଗ୍ର ବିଶ୍ଵରେ ଅହରହ ଘଟୁଥିବା ଅନେକ ଗୁଡିଏ ଘଟଣା ଭିତରୁ ମନୁଷ୍ୟର ଜୀବନ ମଧ୍ୟ ଏକ ଘଟଣା l ଜୀବନ, ଆଜି ଅଛି, କାଲି ହୁଏତ ନଥିବ l ତାହା ଏକ ଘଟଣା ମାତ୍ର l ସେଥିପାଇଁ ଆଦୌ ଚିନ୍ତିତ ନହେଇ ଘଟଣା ଗୁଡିକୁ ସଫଳତାର ସହ ଅତିକ୍ରମ କରିଯିବା ଉଚିତ l


Feed

Library

Write

Notification
Profile