ଅହଙ୍କ।ର ଏପରି ଏକ ଅଗ୍ନି ଯାହା ମନ ଭିତର ଆଦି ନଷ୍ଟ କରିଦିଏ ମାତ୍ର ବାହାରକୁ କିଛି ଦେଖାଯାଏ ନାହିଁ।
"ପୁସ୍ତକ ଗୁଡ଼ିକ ହିଁ ଜୀବନ ର ସବୁଠାରୁ ଅମୂଲ୍ୟ ସମ୍ପଦ।"
ଦୁଇଟି କଥା ମାନସିକ ଦୁର୍ବଳତା କୁ ପ୍ରକାଶ କରିଥାଏ l
ପ୍ରଥମେ ଯେତେବେଳେ କହିବା କଥା ସେତେବେଳେ ଚୁପ୍ ରହିବା l ଆଉ ଦ୍ୱିତୀୟ ରେ ଯେତେ ବେଳେ ଚୁପ୍ ରହିବା କଥା କହିବା ଦ୍ଵାରା l
ଉଦାରତା ଏକ ସର୍ବ ଶ୍ରେଷ୍ଠ ଗୁଣ ଅଟେ। ଯାହାକି ଇଶ୍ୱରୀୟ ଅଟେ ଉଦାରତା ସମସ୍ତ ବ୍ୟକ୍ତି ପାଖରେ ନଥାଏ l
ନିଜ ଲକ୍ଷ୍ୟ ତଥା କଥା ରେ ସ୍ପଷ୍ଟତା ରଖିଥିବା ବ୍ୟକ୍ତି ଏକଦା ଲକ୍ଷ୍ୟ ସ୍ଥଳ ରେ ନିଶ୍ଚିତ ପହଞ୍ଚିବ l
ଉନ୍ମକ୍ତ ଭାବ ପ୍ରକାଶ କରୁଥିବା ବ୍ୟକ୍ତି ସମାଜ କୁ ଏକ ନୂଆଁ ରାସ୍ତା ଦେଖାଇ ଥାଏ l
ଦୁନିଆଁ ରେ ସଫଳତା ପାଇବାକୁ ହେଲେ ପ୍ରତ୍ୟକ୍ଷ ଅନୁଭବ ଗ୍ରହଣ କରିବା ନିହାତି ଆବଶ୍ୟକ l
ମହାନ୍ ଲୋକ ଙ୍କ ସହଯୋଗ ଆଉ ସମର୍ଥନ ଦ୍ଵାରା କେବେ କେବେ ଛୋଟ ଲୋକ ମାନେ ମଧ୍ୟ ବଡ଼ ବଡ଼ କାମ କରିପକାନ୍ତି l
ନବରାତ୍ରି ର ତୃତୀୟ ଦିବସ ରେ ଘନ ନୀଳ ରଙ୍ଗ ମାତା ଙ୍କ ର ଭକ୍ତି ଓ ବିଶ୍ବାସ କୁ ଦର୍ଶାଇ ଥାଏ l