ଓଡ଼ିଶା ମାଟି ରେ ପାଦ ଥାପୁ ଥାପୁ,
ଚାଲି ଗଲା ଗ୍ରୀଷ୍ମ ତାତି ,
ମୌସୁମୀ ଗୋ ତୁମ ଶୀତଳ ପରସ,
ଲଭି ଲାଗେ ଆତ୍ମ ତୃପ୍ତି
ଗୌତମ କଚିମ, ବଡ଼ ମୁଣ୍ଡା
ଚେହେରା ତୁମର ସତରେ ସୁନ୍ଦର,
ହୃଦୟ ପଥର ପରି,
ବ୍ୟବହାର ତୁମ ଅତୀବ ଖରାପ,
ଚରିତ୍ର ବି ନଷ୍ଟ ଭାରି
ମରିବା ପାଇଁ ଢୋକେ ଗରଳ ଯଥେଷ୍ଟ,
ବଞ୍ଚିବା ପାଇଁ ସମୁଦ୍ରେ ପାଣି
ବି ନିଅଣ୍ଟ
ଗୌତମ କଚିମ
ତୁମେ ମୋ ଦେହ ରଙ୍ଗ କଳା ବୋଲି,
ମୋତେ ଘୃଣା କରୁଛ ନିଶ୍ଚୟ,
ହେଲେ ମନେ ରଖ ସେ କଳା ରଙ୍ଗ,
ର ନୁହେଁ ମୋ ହୃଦୟ।।
ଗୌତମ କଚିମ
କହିବାକୁ ଚାହିଁକିବି କହି ପାରୁନି,
ତା ମାନେ ନୁହଁ ଭୟ କରୁଛି,
ସାହସ ଅଛି କହିବା ପାଇଁ,
ହେଲେ ମୁଁ ଯାହା କହିବି,
ତୁମେ ଶୁଣିଲା ପରେ,
କାଳେ ମୋ ଠାରୁ
ଦୂରେଇ
ଯିବ
ସେଥି ପାଇଁ ନ କହିକି ଚୁପ୍
ରହୁଛି।।
ଗୌତମ କଚିମ
ଭାରି କଷ୍ଟ ତୁମ ଠାରୁ ରହିବା ଦୂରେଇ,
ଇଚ୍ଛା ହୁଏ ତୁମଦେହେ ରହିବାକୁ,
ରକ୍ତ ନଈ ହୋଇ।।
ଗୌତମ କଚିମ
ତୁମେ ମୋ ଦ୍ଵାରା ସୃଷ୍ଟ ସାହିତ୍ୟ,
ର ବିଷୟ,
ମୁଁ ତୁମରି ଉପରେ ହିଁଲେଖେ,
ଯାହା ଭାବି କହେ ମୋ ହୃଦୟ।
ତୁମର ମୋର ଭିତରେ ଫରକ,
ମୁଁ ତୁମ ପାଇଁ ନୁହେଁ କିଛି,
ତୁମେ କିନ୍ତୁ ମୋ ପାଇଁ ବହୁତ ବେଶି
ଲେଖିବାର ପ୍ରୟାସ କରି ମୁଁ
ଆଜି ଲେଖ