Badamunda mohara chandahandi, Nabarangpur Odisha
Share with friends
ଓଡ଼ିଶା ମାଟି ରେ ପାଦ ଥାପୁ ଥାପୁ, ଚାଲି ଗଲା ଗ୍ରୀଷ୍ମ ତାତି , ମୌସୁମୀ ଗୋ ତୁମ ଶୀତଳ ପରସ, ଲଭି ଲାଗେ ଆତ୍ମ ତୃପ୍ତି ଗୌତମ କଚିମ, ବଡ଼ ମୁଣ୍ଡା
ତୁମେ ମୋ ଦେହ ରଙ୍ଗ କଳା ବୋଲି, ମୋତେ ଘୃଣା କରୁଛ ନିଶ୍ଚୟ, ହେଲେ ମନେ ରଖ ସେ କଳା ରଙ୍ଗ, ର ନୁହେଁ ମୋ ହୃଦୟ।। ଗୌତମ କଚିମ
କହିବାକୁ ଚାହିଁକିବି କହି ପାରୁନି, ତା ମାନେ ନୁହଁ ଭୟ କରୁଛି, ସାହସ ଅଛି କହିବା ପାଇଁ, ହେଲେ ମୁଁ ଯାହା କହିବି, ତୁମେ ଶୁଣିଲା ପରେ, କାଳେ ମୋ ଠାରୁ ଦୂରେଇ ଯିବ ସେଥି ପାଇଁ ନ କହିକି ଚୁପ୍ ରହୁଛି।। ଗୌତମ କଚିମ