Gyanendriya Dash
Literary General
254
Posts
0
Followers
0
Following

ଯେତେବେଳେ ତୁହି ଆସିଛୁ ଏ ମହୀ, ସତ୍ୟ ଏହା ଚିରନ୍ତନ । ସମାଜ ସେବାରେ ପର ଉପକାରେ, ବିତାଇ ଦେବୁ ଜୀବନ ।।

Share with friends

ସୃଷ୍ଟିକର୍ତ୍ତାଙ୍କର ବିଜ୍ଞ ସୃଷ୍ଟି ଇଏ ସତ୍ୟ ଏହା ଚିରନ୍ତନ । ସୃଷ୍ଟି ଥିବାଯାଏ ଆତ୍ମା କରୁଥିବ ଘଟର ପରିବର୍ତ୍ତନ ।

ପୂରୁବ ପଶ୍ଚିମ ଉତ୍ତର ଦକ୍ଷିଣ ଓଡ଼ିଶାର ଚାରି ପାର୍ଶ୍ଵ, ଇଷ୍ଟ ଦେବାଦେବୀ ଖାଦ୍ୟ ବସ୍ତ୍ର ଆଦି ଭିନ୍ନ ରସେ ହୁଏ ସ୍ବର୍ଶ୍ୱ ।।

ଫିରିଙ୍ଗି ହଟାଇ ଓଡ଼ିଶାର ପୁଅ ବୀରପଣ ଦେଖାଇଣ, କେତେ କବି କେତେ ସ୍ୱାଧୀନ ସଂଗ୍ରାମୀ ଭୋଗିଲେ କାରାବରଣ ।।

ନୁହେଁ ଭୀରୁ-କାପୁରୁଷ, ହୃଦେ ତାର ପୂରିତ ପୀୟୂଷ । ହିରୋ ସିଏ ଦୁନିଆଁରେ, ଅଭିନୟେ ନୁହେଁ ବାସ୍ତବରେ ।

**ପ୍ରକୃତ ବନ୍ଧୁ** ପିତାମାତା ଗୁରୁ ପୂଜ୍ୟ ଓ ବିଶ୍ବସ୍ତ ଚତୁର୍ଥେ ପ୍ରକୃତ ବନ୍ଧୁ, ସୁଖରେ ଦୁଃଖରେ ଚିର ସାଥିଟିଏ ବାସୁଥାଏ ମଧୁ ମଧୁ ।।

**ବନ୍ଧୁତା** ଅସୁବିଧା ବେଳେ ସାହାରା ହୋଇଣ ଦିଏ ଦମ୍ଭ ମନୋବଳ, ନିସ୍ୱାର୍ଥପରରେ ସେବାଟିଏ କଲେ ହୁଏ ବନ୍ଧୁତା ସଫଳ ।।

**ବନ୍ଧୁ** ବିପଦେ ଆପଦେ ସଦା ସବୁବେଳେ ଥାଏ ଯିଏ ଉପସ୍ଥିତ, ସହଯୋଗର ଯେ ହାତ ବଢ଼ାଏ ତ ସିଏ ହିଁ ବନ୍ଧୁ ପ୍ରକୃତ ।।

'କ'ଲମ ଧରିବା 'କ'ଷଣ କରିବା 'କ'ର୍ତ୍ତବ୍ୟରେ ପରାୟଣ । 'କ'ଥାରେ ମିଷ୍ଟତା 'କ'ଳ୍ପନାରେ ସତ୍ୟ ଏହା "ପଞ୍ଚୁକ" ଲକ୍ଷଣ ।।

ଏକ ପରିବାର ସଦସ୍ୟ ସଦସ୍ୟା ଗୋଟିଏ ନିୟମ ନୀତି, ନିରପେକ୍ଷତାରେ ସୁନାର ସଂସାରେ ହୋଇଥାଏ ଅଗ୍ରଗତି ।।


Feed

Library

Write

Notification
Profile