ଯେତେବେଳେ ତୁହି ଆସିଛୁ ଏ ମହୀ, ସତ୍ୟ ଏହା ଚିରନ୍ତନ । ସମାଜ ସେବାରେ ପର ଉପକାରେ, ବିତାଇ ଦେବୁ ଜୀବନ ।।
Share with friends
ପୂରୁବ ପଶ୍ଚିମ ଉତ୍ତର ଦକ୍ଷିଣ ଓଡ଼ିଶାର ଚାରି ପାର୍ଶ୍ଵ, ଇଷ୍ଟ ଦେବାଦେବୀ ଖାଦ୍ୟ ବସ୍ତ୍ର ଆଦି ଭିନ୍ନ ରସେ ହୁଏ ସ୍ବର୍ଶ୍ୱ ।।
**ପ୍ରକୃତ ବନ୍ଧୁ** ପିତାମାତା ଗୁରୁ ପୂଜ୍ୟ ଓ ବିଶ୍ବସ୍ତ ଚତୁର୍ଥେ ପ୍ରକୃତ ବନ୍ଧୁ, ସୁଖରେ ଦୁଃଖରେ ଚିର ସାଥିଟିଏ ବାସୁଥାଏ ମଧୁ ମଧୁ ।।