@l03rxiyv

Arundhati Jena
Literary Captain
AUTHOR OF THE YEAR 2020 - NOMINEE

128
Posts
685
Followers
3
Following

ମୁଁ ଅରୁନ୍ଧତୀ ଜେନା। ମୁଁ ପେଷା ରେ ଜଣେ ସରକାରୀ କର୍ମଚାରୀ ଆଉ ନିଶା ରେ ଜଣେ ଲେଖିକା।

Share with friends
Earned badges
See all

Submitted on 02 Feb, 2021 at 07:01 AM

"ପ୍ରକୃତି ର ଅଂଶ ଭାବେ ବନ୍ୟଜୀବ ମାନଙ୍କର ସଂରକ୍ଷଣ କରିବା ଆମର ପ୍ରଧାନ ଦାୟିତ୍ୱ ଅଟେ।" ଅରୁନ୍ଧତୀ ଜେନା

Submitted on 29 Jan, 2021 at 03:20 AM

" ବିବାହ ବନ୍ଧନ ରେ ଥରେ ବାନ୍ଧି ହେଇଗଲେ ମଣିଷ ସାତ ଜନ୍ମ ପାଇଁ ବାନ୍ଧି ହେଇଯାଏ।"

Submitted on 28 Jan, 2021 at 03:57 AM

" ଭାଇ ଭଉଣୀ ର ସମ୍ପର୍କ ଗୋଟେ ଏମିତିକା ସଂପର୍କ ଯାହାକୁ ଜୀବନ ନିକିତି ରେ ତଉଲିବା ଅସମ୍ଭବ।" ଅରୁନ୍ଧତୀ ଜେନା କୋଣାର୍କ,ପୁରୀ

Submitted on 05 Oct, 2020 at 04:07 AM

" ଆମ ସମ୍ମୁଖରେ ଅନ୍ୟ ବିରୋଧରେ ଗପୁଥିବା ବ୍ୟକ୍ତିବିଶେଷ ମଧ୍ୟ ଆମ ବିରୋଧରେ ଆଉ କାହା ସାମ୍ନାରେ ନିଶ୍ଚୟ ଗପିବ।" ଅରୁନ୍ଧତୀ ଜେନା

Submitted on 04 Oct, 2020 at 10:28 AM

"ଭଦ୍ର ର ଖୋଳପା ତଳେ ରହି ଆଉ କେତେଦିନ ଅଭିନୟ କରିବ ଆଉ କେତେଦିନ ଭଲ ହେବାର ନିପୁଣ କଳା ରେ ଅନ୍ୟକୁ ଜଳାଇ ମାରିବ।" ଅରୁନ୍ଧତୀ ଜେନା

Submitted on 21 Aug, 2020 at 03:51 AM

"ମନ ଆଉ ଶରୀର କୁ ସୁସ୍ଥ ରଖିବାର ଚମତ୍କାର ଜଡିବୁଟି ଭାବେ କାମ କରେ ବ୍ୟାୟାମ" ଅରୁନ୍ଧତୀ ଜେନା

Submitted on 21 Aug, 2020 at 03:51 AM

"ମନ ଆଉ ଶରୀର କୁ ସୁସ୍ଥ ରଖିବାର ଚମତ୍କାର ଜଡିବୁଟି ଭାବେ କାମ କରେ ବ୍ୟାୟାମ" ଅରୁନ୍ଧତୀ ଜେନା

Submitted on 20 Aug, 2020 at 14:40 PM

"ସମସ୍ତଙ୍କର ମାଲିକ ହେଉଛନ୍ତି ଭଗବାନ। "

Submitted on 17 Aug, 2020 at 06:30 AM

କଷ୍ଟ ରେ ମଣିଷ ଅନେକ ଶିଖଇ ଅନେକ ଜଣକୁ ଚିହ୍ନେ,ସଂପର୍କ ର ପୁଣି ରଙ୍ଗ ଯେ ବଦଳେ ବଦଳନ୍ତି ଜଣେ ଜଣେ। ଅରୁନ୍ଧତୀ


Feed

Library

Write

Notification

Profile