Arundhati Jena
Literary Colonel
AUTHOR OF THE YEAR 2020,2021 - NOMINEE

128
Posts
543
Followers
3
Following

ମୁଁ ଅରୁନ୍ଧତୀ ଜେନା। ମୁଁ ପେଷା ରେ ଜଣେ ସରକାରୀ କର୍ମଚାରୀ ଆଉ ନିଶା ରେ ଜଣେ ଲେଖିକା।

Share with friends

"ପ୍ରକୃତି ର ଅଂଶ ଭାବେ ବନ୍ୟଜୀବ ମାନଙ୍କର ସଂରକ୍ଷଣ କରିବା ଆମର ପ୍ରଧାନ ଦାୟିତ୍ୱ ଅଟେ।" ଅରୁନ୍ଧତୀ ଜେନା

" ବିବାହ ବନ୍ଧନ ରେ ଥରେ ବାନ୍ଧି ହେଇଗଲେ ମଣିଷ ସାତ ଜନ୍ମ ପାଇଁ ବାନ୍ଧି ହେଇଯାଏ।"

" ଭାଇ ଭଉଣୀ ର ସମ୍ପର୍କ ଗୋଟେ ଏମିତିକା ସଂପର୍କ ଯାହାକୁ ଜୀବନ ନିକିତି ରେ ତଉଲିବା ଅସମ୍ଭବ।" ଅରୁନ୍ଧତୀ ଜେନା କୋଣାର୍କ,ପୁରୀ

" ଆମ ସମ୍ମୁଖରେ ଅନ୍ୟ ବିରୋଧରେ ଗପୁଥିବା ବ୍ୟକ୍ତିବିଶେଷ ମଧ୍ୟ ଆମ ବିରୋଧରେ ଆଉ କାହା ସାମ୍ନାରେ ନିଶ୍ଚୟ ଗପିବ।" ଅରୁନ୍ଧତୀ ଜେନା

"ଭଦ୍ର ର ଖୋଳପା ତଳେ ରହି ଆଉ କେତେଦିନ ଅଭିନୟ କରିବ ଆଉ କେତେଦିନ ଭଲ ହେବାର ନିପୁଣ କଳା ରେ ଅନ୍ୟକୁ ଜଳାଇ ମାରିବ।" ଅରୁନ୍ଧତୀ ଜେନା

"ମନ ଆଉ ଶରୀର କୁ ସୁସ୍ଥ ରଖିବାର ଚମତ୍କାର ଜଡିବୁଟି ଭାବେ କାମ କରେ ବ୍ୟାୟାମ" ଅରୁନ୍ଧତୀ ଜେନା

"ମନ ଆଉ ଶରୀର କୁ ସୁସ୍ଥ ରଖିବାର ଚମତ୍କାର ଜଡିବୁଟି ଭାବେ କାମ କରେ ବ୍ୟାୟାମ" ଅରୁନ୍ଧତୀ ଜେନା

"ସମସ୍ତଙ୍କର ମାଲିକ ହେଉଛନ୍ତି ଭଗବାନ। "

କଷ୍ଟ ରେ ମଣିଷ ଅନେକ ଶିଖଇ ଅନେକ ଜଣକୁ ଚିହ୍ନେ,ସଂପର୍କ ର ପୁଣି ରଙ୍ଗ ଯେ ବଦଳେ ବଦଳନ୍ତି ଜଣେ ଜଣେ। ଅରୁନ୍ଧତୀ


Feed

Library

Write

Notification
Profile