ଭ୍ରମଣ ଦ୍ଵାରା କେବଳ ମନୋରଞ୍ଜନ ହୁଏନାହିଁ, ଜ୍ଞାନ ବୃଦ୍ଧି ହୁଏ ମଧ୍ୟ l
ସମାଜ କେବଳ ପ୍ରଶଂସା ବା ନିନ୍ଦା କରିପାରେ
କିନ୍ତୁ କର୍ମ ତୁମ ନିଜ ହାତରେ
ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ
ଏହା ହେଉଛି ଏହା ଶକ୍ତି,ସାହସ,ଧର୍ଯ୍ୟ, ପ୍ରେରଣା, ଭଲପାଇବା ଓ ପବିତ୍ର ବନ୍ଧନର ଉତ୍ସ
କ୍ରୋଧ ହିଁ ମଣିଷକୁ ବିପଦ ଆଡ଼କୁ ଟାଣି ନିଏ
ଲୁହା ଚୁମ୍ବକକୁ ଟାଣିଲାପରି
କ୍ରୋଧ ହିଁ ମଣିଷକୁ ବିପଦ ଆଡ଼କୁ ଟାଣି ନିଏ
ଲୁହା ଚୁମ୍ବକକୁ ଟାଣିଲାପରି
ଆଖି ଦେଖିଥିବା ସମସ୍ତ କଥା ସତ୍ୟ ନୁହେଁ ll
ଆଖି ଦେଖିଥିବା ସମସ୍ତ କଥା ସତ୍ୟ ନୁହେଁ ll