@jyotirmoyee-mohanty

Jyotirmoyee Mohanty
Literary Brigadier
163
Posts
39
Followers
4
Following

ସାହିତ୍ୟର ସ୍ଫୁଣ୍ଟନ ଘଟିଥାଏ, ତାହାର ପ୍ରତ୍ୟେକ ବାହ୍ୟ ପାରିପାରିଶ୍ୱିକ ଦୃଶ୍ୟ ରାଜିରୁ, ଯେମରି ଦୂରନ୍ତ ବ୍ୟାପି ନିଳିମ ଆକାଶର ଶୂନ୍ୟତାରୁ , ଉଚ୍ଚା ଉଚ୍ଚା ପର୍ବତରୁ , ଝରଣାର କଳକଳ ନାଦରୁ, ମତୁଆଲା ପବନରୁ, କୋଇଲିର କିମିଆ କୁହୁକରୁ, ବସନ୍ତର ଇଶାରରୁ, ବର୍ଷାର ରିମଝିମ ସ୍ୱରରୁ, ଖିଆଲି ମନର ଭାବନାରୁ, ନିଜର ଚତୁଃପାର୍ଶ୍ୱରେ ଯାହା ସବୁ ଦେଖିଥାଏ, ନିଜ... Read more

Share with friends

ସଖା -2 ଛୁପି ଛୁପି ଦେଖ ସାରା ଜଗତକୁ କହ୍ନେଇ ଚାହୁଁଛି ବସି ପାପ ପୁଣ୍ୟ ଆମ ତାକୁ କି ଅଛପା ହିସାବ କରୁଛି ହସି ।

ସଖା-1 ମନ ବୃନ୍ଦାବନେ ତୋ ମୋହନୀୟା ମୂର୍ତ୍ତି ରଖିଛି ହୃଦ କନ୍ଦରେ, ଧୂପ, ଦୀପ, ନିତି ନୈବେଦ ଦେଇକି ପୂଜାକରେ ଆନନ୍ଦରେ ।

କେତେ ଜଣଙ୍କର ମୁଣ୍ଡ ପିଟି ଖାଉ ହେ କଂଟ୍ରାକଟର ଭାଇ ସମୟ ଆସିଲେ ବଳେ ବିଝିଯିବୁ ଦୁଃଖୀ ରଙ୍କିଙ୍କ ଠୁ ନେଇ l

ଦେଶ ଦେଶ ବୋଲି ଦେଶକୁ ଖାଉଛ, ଏ'କି ତୁମ ପରିଚୟ ମୁଖାତଳେ ତୁମ କଳଙ୍କିତ ମୁହଁ ହୋଇ ଗୋଟେ ଭାରତୀୟ l

ସମାଲୋଚନାରେ କେବେ ନହୁଅ ମର୍ମାହତ, ନିଜକୁ ପରିମାର୍ଜିତ କରି ଆଗକୁ ବଢିବାର ଏହା ଏକ ପ୍ରଶସ୍ଥ ପଥ l

ସବୁତ ଦେଇଛ ପ୍ରଭୁ ପୂର୍ଣ୍ଣ କରିଛ ମୋ ଜୀବନ କଳସ ଆଉ ଏକ ମାତ୍ର ଆଶା ତୁମକୁ ହିଁ ଧ୍ୟାଇ ବିତିଯାଉ ଯେତକ ଆୟୁଷ l

ସମ୍ପୂର୍ଣ୍ଣ ରୂପେ ସମର୍ପିତା ମୁଁ ତୁମ ପୟରେ, ମା'ର କି ତା'ର ପ୍ରଭୁ ସବୁ ତୁମ ହାତରେ l

ସେ ଖୁସି ସେ ସମ୍ପର୍ଣ୍ଣା ଯିଏ ଦିନ ରାତି ସଂଘର୍ଷ କରି ସମୟ ଅତିବାହିତ କରେ, ସେ ଦୁଃଖୀ, ସେ ନିନ୍ଦୁକ ଭାଗ୍ୟର ଦ୍ୱାହି ଦେଇ ଯିଏ ଘର କୋଣେ ପଡି, ଶୋଇ ଶୋଇ ସମୟ ବିତାଏ.. l

ବରଷକେ ଥରେ ଆସିଛି ଯାତ ତୋ, ବ୍ୟାକୁଳିତ ମନ ଆଖି ଛନ ଛନ ପାରୁନାହିଁ ଯାଇ ତୋ ବଡ଼ ଦାଣ୍ଡକୁ ପାରୁନାହିଁ ଦେଖି ମୋ ଚକା ନୟନ ଦୁଃଖେ ଯାଏ ବିତି ଦିନ ଲୋ ସଙ୍ଗାତ...


Feed

Library

Write

Notification
Profile