ସାହିତ୍ୟର ସ୍ଫୁଣ୍ଟନ ଘଟିଥାଏ, ତାହାର ପ୍ରତ୍ୟେକ ବାହ୍ୟ ପାରିପାରିଶ୍ୱିକ ଦୃଶ୍ୟ ରାଜିରୁ, ଯେମରି ଦୂରନ୍ତ ବ୍ୟାପି ନିଳିମ ଆକାଶର ଶୂନ୍ୟତାରୁ , ଉଚ୍ଚା ଉଚ୍ଚା ପର୍ବତରୁ , ଝରଣାର କଳକଳ ନାଦରୁ, ମତୁଆଲା ପବନରୁ, କୋଇଲିର କିମିଆ କୁହୁକରୁ, ବସନ୍ତର ଇଶାରରୁ, ବର୍ଷାର ରିମଝିମ ସ୍ୱରରୁ, ଖିଆଲି ମନର ଭାବନାରୁ, ନିଜର ଚତୁଃପାର୍ଶ୍ୱରେ ଯାହା ସବୁ ଦେଖିଥାଏ, ନିଜ... Read more
Share with friends
ସଖା-1 ମନ ବୃନ୍ଦାବନେ ତୋ ମୋହନୀୟା ମୂର୍ତ୍ତି ରଖିଛି ହୃଦ କନ୍ଦରେ, ଧୂପ, ଦୀପ, ନିତି ନୈବେଦ ଦେଇକି ପୂଜାକରେ ଆନନ୍ଦରେ ।
ସେ ଖୁସି ସେ ସମ୍ପର୍ଣ୍ଣା ଯିଏ ଦିନ ରାତି ସଂଘର୍ଷ କରି ସମୟ ଅତିବାହିତ କରେ, ସେ ଦୁଃଖୀ, ସେ ନିନ୍ଦୁକ ଭାଗ୍ୟର ଦ୍ୱାହି ଦେଇ ଯିଏ ଘର କୋଣେ ପଡି, ଶୋଇ ଶୋଇ ସମୟ ବିତାଏ.. l