Kumarlal Rana
Literary Colonel
166
Posts
3
Followers
21
Following

poetry

Share with friends
Earned badges
See all

ନମସ୍ତେ ମା ଲଙ୍କେଶ୍ୱରୀ ଗିରିବନ୍ତ ନାରୀ କୃପା କରି ମିଳୁ ମାଗୋ ଆଶିଷ ତୋହରି l ଅତି ଦିନ ଜନ ମାଗୋ ସେବକ ତୋହର l ତୋ କୃପା ମହିମା ବଳେ କାଟଇ ସଂସାରl ତୁ ମୋ ଜନନୀ ମା ଅଭୟ ଦାୟିନୀ l ଆଶିଷ ଦିଅ ମା କ୍ଷଣେ ଜଗତ ଜନନୀ l

ଦିଅ ମାଗୋ ଭରି ମାଆ ଲଂକେଶୀରି କୋଶଲ ମାଟିର ଧନେ l କୋଶଲି ଭାଷାର ମହତ ପୁରି ଥାଉ କୋଶଲ ମାଟିର ପନେ l କୋଶଲ ମାଟିର ଛୁଆ ପିଲା ଆମେ କୋଶଲି ଆମର ଭାଷା l କୋଶଲ ରାଏଜେ ବାନ୍ଧିଛନ କେଡ଼େ ଗୋ ଦେଖେନିଆ ଧୁଳିଆ ଖୋସା l

ଦିଅ ମାଗୋ ଭରି ମାଆ ଲଂକେଶୀରି କୋଶଲ ମାଟିର ଧନେ l କୋଶଲି ଭାଷାର ମହତ ପୁରି ଥାଉ କୋଶଲ ମାଟିର ପନେ l କୋଶଲ ମାଟିର ଛୁଆ ପିଲା ଆମେ କୋଶଲି ଆମର ଭାଷା l କୋଶଲ ରାଏଜେ ବାନ୍ଧିଛନ କେଡ଼େ ଗୋ ଦେଖେନିଆ ଧୁଳିଆ ଖୋସା l

ମନ ନ ବୁଝିଲେ ଲାଗଇ ପିତା l ମନ ବୁଝିଥିଲେ ମିଠା ମମତା

କର୍ମେ ଜୀଏଁ ନର କର୍ମ ଭାଗ୍ୟ ତାର କର୍ମେ ଆତ ଜାତ ମହୀ l କର୍ମ ବିନା ହୀନ ମାନବ ଜୀବନ କର୍ମୁ ଉଚ୍ଚ ପଦ ପାଇ l କର୍ମରୁ ସଂଜାତ ଭାଗ୍ୟ ମହପା ଦ କର୍ମ କଲେ ହେଉ ଧନୀ l ଶ୍ରମ ବଳ ତେଜ ସମ୍ପଦ ବଢାଏ କର୍ମ କାରୀ ହୁଏ ମାନୀ l

କର୍ମେ ଜୀଏଁ ନର କର୍ମ ଭାଗ୍ୟ ତାର କର୍ମେ ଆତ ଜାତ ମହୀ l କର୍ମ ବିନା ହୀନ ମାନବ ଜୀବନ କର୍ମୁ ଉଚ୍ଚ ପଦ ପାଇ l କର୍ମରୁ ସଂଜାତ ଭାଗ୍ୟ ମହପା ଦ କର୍ମ କଲେ ହେଉ ଧନୀ l ଶ୍ରମ ବଳ ତେଜ ସମ୍ପଦ ବଢାଏ କର୍ମ କାରୀ ହୁଏ ମାନୀ l

ମମତା ମାତାଙ୍କଭାବ ଖେଳ l ଛୁଆ ପାଏ ଗେଲ l

ଭଜ ମନ କହ୍ନାଇ କି ଥରେ l ଭଜିଲେ ପାଇବା ମୁକତି ବାରେl ଯେତେ ଧନ ଜନ ପୂଣ୍ୟ ପ୍ରସାଦ l ଭଜିଲେ ପାଇବା ଗୋବିନ୍ଦ ହୃଦ l

କଲ୍ୟାଣ କରଇ ଜଗତରେ ରହି ଉଦ୍ୟାନ କୃଷକ ଭାଇ l ମୁଗ ବିରି ଚଣା କୋଳଥ ଅଲସି ଚାଷ କରେ ଗୀତ ଗାଇ l


Feed

Library

Write

Notification
Profile