ଅସୀମ ଏହି ଶବ୍ଦ ତୁମର
ମନେ ଅଛି କଥା ତୁମର
ସ୍ୱାର୍ଥ ଏ ଦୁନିଆ ର
କିଏ ଯେ ଏଠି ସମ୍ପର୍କ ର?
ଭୁଲି ଯାଇଥିଲା ମନ ଯେ ମୋର
ଭାବିଥିଲି ଗଢିବି ସେତୁ ସମ୍ପର୍କ ର
ହୋଇଗଲି ଶେଷେ ଶିକାର ଉପହାସ ର
ରହି ନାହିଁ ତ ଏକା ଜୀବନ ମୋର
"ସ୍ମୃତି " ହୋଇ ଆଜିବି ଚାଲିଛ ବାଟ ତୁମେ ହାତ କୁ ଧରି ମୋହର
ଅପେକ୍ଷା ଖାଲି ଶାନ୍ତ ସେହି ଶେଷ ପ୍ରଶ୍ୱାସ ଘାତ ବିଶ୍ୱାସ ର....