I'm Suchitra and I love to read StoryMirror contents.
Share with friends
ଆଜି ମୁଁ ଜଳୁଛି ପ୍ରେମର ବହ୍ନି ରେ ସେ ବହ୍ନିରେ ଜଳିବ ତୁମେ କାଲି। ଅସୋଜଡା ଜୀବନ କୁ ପୁଣି ସୋଜାଡିବା ଫେରି ଆସ ଥରେ ଖାଲି।।
ଆରମ୍ଭ ହୋଇଥିଲା ପ୍ରେମ କାହାଣୀ ଆମର। ସେ ପ୍ରେମରେ ନା ଥିଲା କିଛି ସ୍ଵର୍ତ ନା ଥିଲା କୋୖଣସି ପ୍ରାଚିର।। ପାଉଥିଲ ଏତେ ଭଲ କେମିତି ଭୁଲି ଗଲ ମୋତେ। ହାତ ଯୋଡି ଏତେ ଗୁହାରୀ କଲି ଫେରାଇ ଦେଲ ଖାଲି ହାତେ।।
ସ୍ଵାଧୀନ ମଣିଷ ପାଖରେ ପରାଧୀନ ର ଏ ଜୀବନ ଟା କରିବ ବା କଣ। ସ୍ଵାଧୀନ ମଣିଷ ଶରୀରରେ ମନୁଷ୍ୟତା ନାହିଁ ଟିକେ ଅଛି ଖାଲି ପଶୁତ୍ବ ର ଗୁଣ।