Suchitra Thayal
Literary Lieutenant
8
போஸ்ட்ஸ்
0
பின்தொடர்பவர்கள்
0
பாலோவிங்

I'm Suchitra and I love to read StoryMirror contents.

நண்பர்களுடன் பகிர
Earned badges
See all

ଆଜି ମୁଁ ଜଳୁଛି ପ୍ରେମର ବହ୍ନି ରେ ସେ ବହ୍ନିରେ ଜଳିବ ତୁମେ କାଲି। ଅସୋଜଡା ଜୀବନ କୁ ପୁଣି ସୋଜାଡିବା ଫେରି ଆସ ଥରେ ଖାଲି।।

ଆସିଥିଲା ସିଏ ଜୀବନରେ ମୋର ନେଇ ଅନେକ ଫଗୁଣ। ହାତ ଛାଡି ଚାଲି ଗଲା ସିଏ ନ କହି କିଛି କାରଣ।।

ଆରମ୍ଭ ହୋଇଥିଲା ପ୍ରେମ କାହାଣୀ ଆମର। ସେ ପ୍ରେମରେ ନା ଥିଲା କିଛି ସ୍ଵର୍ତ ନା ଥିଲା କୋୖଣସି ପ୍ରାଚିର।। ପାଉଥିଲ ଏତେ ଭଲ କେମିତି ଭୁଲି ଗଲ ମୋତେ। ହାତ ଯୋଡି ଏତେ ଗୁହାରୀ କଲି ଫେରାଇ ଦେଲ ଖାଲି ହାତେ।।

ସ୍ଵାଧୀନ ମଣିଷ ପାଖରେ ପରାଧୀନ ର ଏ ଜୀବନ ଟା କରିବ ବା କଣ। ସ୍ଵାଧୀନ ମଣିଷ ଶରୀରରେ ମନୁଷ୍ୟତା ନାହିଁ ଟିକେ ଅଛି ଖାଲି ପଶୁତ୍ବ ର ଗୁଣ।

ଜୀବନ ର ଅନ୍ୟ ନାମ ଯଦି ଦୁଃଖ ହୁଏ। ଦୁଃଖ ର ଅନ୍ୟ ନାମ କଣ ମୃତ୍ୟୁ।


ஊட்டம்

நூலகம்

எழுது

அறிவிப்பு
சுயவிவரம்