Mrunmayee Behera
Literary Colonel
50
Posts
0
Followers
0
Following

I'm Mrunmayee and I love to read StoryMirror contents.

Share with friends

ପ୍ରଭାତ ଭରଇ ମନେ ନବୀନ ଆଶା, ଜୀବନ କୁ ମିଳେ ନବ ଦିଗନ୍ତର ଦିଶା ।।

ଫିଟନେସ ହିଁ ଦୀର୍ଘ ଜୀବନର ମୂଳ ମନ୍ତ୍ର ନିରୋଗୀ ରୁହନ୍ତୁ କରି ଜୀବନଚର୍ଯ୍ୟା ସ୍ଵତନ୍ତ୍ର।।

🌼🌼 ସମୟ🌼🌼 ହେ ସମୟ, ତୁମେ କଣ ଚିରଦିନ ଏକା କାହା ସହ ନାହିଁ ଆତ୍ମୀୟତା, ଅବା କର କାହାକୁ ଉପେକ୍ଷା।।

ଜୀବନ ସଂଗ୍ରାମ କଷ୍ଟକର ବହୁ ଲଢିବାକୁ ହେବ ବୁହାଇଣ ଲହୁ।।

ଜ୍ଞାନ ଶୂନ୍ୟ ନର ପଶୁ ସମାନ ଜ୍ଞାନ ଥିବା ନର ସର୍ବ ପୂଜ୍ୟମାନ ଜ୍ଞାନଗଙ୍ଗା ସଦା କରେ ଯେ ପାନ ଦିନୁ ଦିନ ବଢେ ତା' ସନମାନ ।।

ଶକ୍ତିରୂପା ନାରୀ ଦୟାଶୀଳା ନମ୍ର,ଶାନ୍ତ, ସେ ସହୃଦୟା କନ୍ୟା,ଭାର୍ଯ୍ୟା, ମାତୃରୂପେଣ କ୍ଷମାଶୀଳା, ଧର୍ଯ୍ୟ ଧାରିଣୀ।।

ହୃଦୟ ର ସ୍ପନ୍ଦନ ବନ୍ଧୁତା ମନର ମିଳନ ବନ୍ଧୁତା ପ୍ରୀତିର ପ୍ରତିବିମ୍ବ ବନ୍ଧୁତା ଦୁଃଖରେ ସାହାରା ବନ୍ଧୁତା ଭାବନା ର ତରଙ୍ଗ ବନ୍ଧୁତା

କ୍ରୀଡା ହିଁ ସ୍ଵାସ୍ଥ୍ୟର କାରଣ ମନ ପ୍ରସନ୍ନ ହୁଏ ଜାଣ , ରୋଗମୁକ୍ତ ଶରୀରର ନିର୍ମାଣ ଶାରୀରିକ ବିକାଶ ର ପ୍ରମାଣ।।

ସାକ୍ଷାତ ଇଶ୍ଵର ସ୍ଵରୂପ ଡାକ୍ତର ନୁହେଁ ପ୍ରଭୂଙ୍କ ରୂପ, ପରୋପକାରୀ ଅତି ଉଦାର ମାନବତାର ଶ୍ରେଷ୍ଠ ଉପହାର।। ମୃଣ୍ମୟୀ ବେହେରା


Feed

Library

Write

Notification
Profile