I'm Mrunmayee and I love to read StoryMirror contents.
Share with friends
ଜ୍ଞାନ ଶୂନ୍ୟ ନର ପଶୁ ସମାନ ଜ୍ଞାନ ଥିବା ନର ସର୍ବ ପୂଜ୍ୟମାନ ଜ୍ଞାନଗଙ୍ଗା ସଦା କରେ ଯେ ପାନ ଦିନୁ ଦିନ ବଢେ ତା' ସନମାନ ।।
ହୃଦୟ ର ସ୍ପନ୍ଦନ ବନ୍ଧୁତା ମନର ମିଳନ ବନ୍ଧୁତା ପ୍ରୀତିର ପ୍ରତିବିମ୍ବ ବନ୍ଧୁତା ଦୁଃଖରେ ସାହାରା ବନ୍ଧୁତା ଭାବନା ର ତରଙ୍ଗ ବନ୍ଧୁତା