@priyankapriyadarshini-dash

Priyankapriyadarshini Dash
Literary Lieutenant
18
Posts
0
Followers
0
Following

I'm Priyankapriyadarshini and I love to read StoryMirror contents.

Share with friends

ଯେତେ ବିପଦ ଆସିଲେ ମଧ୍ୟ ଭାଙ୍ଗିଯିବା ଉଚିତ ନୁହେଁ କାରଣ ସେହି ବିପଦ ଆମକୁ ସତ ଦେଖାଇ ଦିଏ ।

ବଗିଚାରେ ଫୁଲ ଓ ପରିବାର ରେ ଝିଅ ଟିଏ ନଥିଲେ ।ଦୁଇଟି ଯାକ ଅଧୁରା ଓ ଅସୁନ୍ଦର ଦେଖାଯାଏ ।

ଅଭ୍ୟାସ ବଦଳାଇଲେ ଭବିଷ୍ୟତ କୁ ବଦଳାଇ ହେବ।

ଯଦି ସଫଳତା ହାସଲ କରିବା ପାଇଁ ଅନ୍ୟ କୁ ବିପଦ ରେ ପକାଇବା ତାହା ବିଫଳ ହେବା।

ଅଭ୍ୟାସ ବଦଳାଇଲେ ଭବିଷ୍ୟତ କୁ ବଦଳାଇ ହେବ।

ବାରମ୍ବାର ଅସଫଳହେଲେ ଭାଙ୍ଗିପଡିବାଉଚିତ ନୁହେଁବେଳେ ବେଳେପେନ୍ଥାର ଶେଷଚାବିତାଲା ଖୋଳିଥାଏ


Feed

Library

Write

Notification
Profile