Archana Sahoo
Literary Brigadier
AUTHOR OF THE YEAR 2021 - NOMINEE

107
Posts
13
Followers
14
Following

ଈଶ୍ୱରୀଙ୍କ ଦୟାରୁ କଲମ କୁ ଅତି ଭଲ ପାଉଥିବା ଜଣେ ବିରହି ପ୍ରେମିକା ଟିଏ ..........ବାସ୍ ଏତିକି ମୋ ପରିଚୟ......ଆଉ କିଛି ନାହିଁ ....... Name - Archana Sahoo A.t - Khajuria pada Post- Narisho Dist - Khordha  State - Odisha  P.s - Balipatana  Pin code- 752103  Via- Niali

Share with friends
Earned badges
See all

ବିରହ ବେଳାରେ ଅଧିର ଗୋ ଆଜି ଯନ୍ତ୍ରଣା ମରୁ ରେ ଲୋଟି , ଏତେ ଭିଡରେ ବି ଏକେଲା ଲାଗୁଛି ଚିତ୍ରଲେଖା ସ୍ମୃତି ଫିଟି । -ଅର୍ଚ୍ଚନା ସାହୁ

ଉଦାସୀନତା ମଣିଷ କୁ ଭିତରୁ ଭିତରୁ ହିଁ ଖାଇ ଯାଏ । ତେଣୁ ସବୁବେଳେ ତା'ଠାରୁ ଦୂରେଇ ରହି କଳିଆ ପରି ହସିବା ହିଁ ଶ୍ରେୟସ୍କର ହୋଇଥାଏ ।

ଶୁଭ ସକାଳ ର ସୁନେଲି କିରଣ ରେ ପ୍ରଥମେ ମୁଁ ମାଆ ମୁହଁରେ ଦେଖେ ମୋ ପ୍ରଥମ ସୂର୍ଯ୍ୟ କୁ ।

ଉଦାସୀନତା ମଣିଷ କୁ ଦୃର୍ବଳ କରିଦିଏ । ତେଣୁ ମୁହଁ ରୁ ଉଦାସୀନତା ର ଭାବ କାଢି ହସ ହସ ଭାବ ରଖିବା ଶ୍ରେୟସ୍କର ।

ବେଳେବେଳେ ଇଚ୍ଛା ହୁଏ ଏଇ ପ୍ରକୃତିରେ ହଜିଯିବାକୁ । ହଜି ହଜି ତୁମକୁ ଖୋଜିବାକୁ ।

ବନ୍ଧୁତ୍ୱ ଯେବେ ପ୍ରେମ ରେ ପରିଣତ ହୋଇଯାଏ । ସେବେ ହୃଦୟ ର ସମସ୍ତ କଣିକା ଆନ୍ଦୋଳନ କରି ଖୁସିରେ ଝୁମି ଉଠନ୍ତି । ଠିକ୍ ନୀଳ ପରୀ ଟେ ପରି ।

ବନ୍ଧୁ ଗଣ ଙ୍କ ସହ ଖାଲି ସୁଖର ସମୟ ନୁହେଁ ଦୁଃଖ ର ସମୟ ବି ଭଲ ରେ କଟି ଥାଏ ।

କିଛି ବନ୍ଧୁ ଧୋକା ଦିଅନ୍ତି ,ଆଉ କିଛି ବନ୍ଧୁ ଚେର କାଟନ୍ତି ଏବଂ ଆଉ କିଛି ବନ୍ଧୁ ଶୁଭ ଚିନ୍ତକ ଅଟନ୍ତି ,ହେଲେ ମୁଁ ମୋର ସମସ୍ତ ବନ୍ଧୁ ମାନଙ୍କୁ ବହୁତ ଭଲ ପାଏ ।

ଜୀବନ ରେ ! ତୁ ଯେତେ ଧୋକା ଦେଲେ ଦେଲେ ବି । ମୁଁ ତତେ ଏତେ ସହଜ ରେ ପରିତ୍ୟାଗ କରିବି ନାହିଁ । କାରଣ ତୋର ମୂଲ୍ୟ ମୁଁ ଭଲ ଭାବରେ ଜାଣିଛି ।


Feed

Library

Write

Notification
Profile