Padmalaya Mishra
Literary Colonel
AUTHOR OF THE YEAR 2018 - NOMINEE

270
Posts
241
Followers
8
Following

I'm Padmalaya and I love to read StoryMirror contents.

Share with friends
Earned badges
See all

Be qualitative not quantitative

ପୂର୍ଣ୍ଣ ବିରାମ ହେବା ପର୍ଯ୍ୟନ୍ତ ଜୀବନ ଜୀଇଁବାର ମୌକା ଛାଡନ୍ତୁ ନାହିଁ ।।

Being a mother I can realize the pain of each mother when the child ignore mother and spends more time in social media... Maa is not to portrait in social media. She is the living God of children's life....

ହସ-ଲୁହ ପରା ଚିର ସହଚର ଜଣେ ପରେ ଜଣେ ଆସେ ତଥାପି କାହିଁକି ଅବୁଝା ଏ ମନ ଜୀବନେ ରହେ ସୁଖ ଆଶେ ।। .......... ❤ ପଦ୍ମାଳୟା

ଶୁଆଇଦେଇ ଅନ୍ତରେ ସପନ କଳ୍ପନା ଡଙ୍ଗାରେ ସମୟ ସ୍ରୋତରେ ଭଉଁରୀ ଖେଳୁଛି ଜୀବନ ।। ..... ❤ ପଦ୍ମାଳୟା

ତୁମେ ଦୁଃଖ ଦିଅ ସୁଖ ଦିଅ ହସିବା କାନ୍ଦିବା ଶିଖେଇ ଦିଅ ସମୟ ତୁମେ ହିଁ ଶ୍ରେଷ୍ଠ ଗୁରୁ ବଞ୍ଚିବାର କଳା ଶିଖାଇ ଥାଅ ।

ସମ୍ପର୍କର ଏକ ମୂଲ୍ୟବାନ ଡୋର ଭାଗବତ ପରି ପବିତ୍ର ସର୍ବତ୍ର ବ୍ୟାପ୍ତ ପରିସର ଯାର ନାମ ଅଟଇ ମିତ୍ର ।।

ଈଶ୍ୱର ଅଛନ୍ତି ବୋଲି ପବନର ଗତି ଈଶ୍ୱର ଅଛନ୍ତି ବୋଲି ହୁଏ ଦିନ ରାତି ଈଶ୍ୱର ଅଛନ୍ତି ବୋଲି ଏ ସାରା ଜଗତ ଈଶ୍ୱର ଅଛନ୍ତି ବୋଲି ଭ୍ରମରର ପୁଷ୍ପ ପ୍ରୀତି ।।

ହେ ଈଶ୍ୱର ! ତୁମେ ଅଛ ବୋଲି ଦିଅ ପ୍ରମାଣ ଅଶାନ୍ତ ମନ କରେ ଭ୍ରମଣ ମହକାଇ ଦିଅ ପ୍ରତି ଅଗଣା ଶାନ୍ତି ପ୍ରେମର ଫୁଟୁ ସୁମନ ।।


Feed

Library

Write

Notification
Profile