every day comes new day with some lessons..
Share with friends
ମୋ ହାତ ରେଖାରେ ତୁମ ନା ନାହିଁ ହେଲେ ହୃଦୟ ରେ ଲେଖି ଦେଇଛି ତୁମେ ମୋ ଭାଗ୍ୟ ନୁହଁ କିନ୍ତୁ ତୁମ ସହ ଦେଖାହେବା ମୋ ଭାଗ୍ୟରେ ଅଛି.. dream light💐
ପିଲା ଦିନେ ଛୋଟ ଛୋଟ କଥା ଜାଣିବା ପାଇଁ.. ଆମେ ମାଆ କୁ ପ୍ରଶ୍ନ କରିଚାଳନ୍ତି . ଆଉ ସେ ବଡ଼ ଖୁସିରେ ଆମକୁ ବୁଝନ୍ତି.. ଏବେ ସମୟ ଆସିଛି ... ତାଙ୍କୁ ବୁଝିବାର ଆଉ ବୁଝେଇବାର..