@sudhir-kumar-panda

Sudhir Kumar Panda
Literary Colonel
AUTHOR OF THE YEAR 2020 - NOMINEE

195
Posts
154
Followers
7
Following

Love to be with poetry.

Share with friends

ଯେଉଁ ଇଚ୍ଛା ହୋଇଥାଏ ଏକଦମ ସଚ୍ଚା ପୁରା ହୋଇଥାଏ ସେଇ ହୃଦୟର ଇଚ୍ଛା।

ସୁସ୍ଥ ଶରୀର ଏକ ଅନନ୍ୟ ସମ୍ପଦ ଯାହା ସମସ୍ତ ସମ୍ପଦର ମୂଳ ସ୍ରୋତ।

ସୁସ୍ଥ ଶରୀର ଏକ ଅନନ୍ୟ ସମ୍ପଦ ଯାହା ସମସ୍ତ ସମ୍ପଦର ମୂଳ ସ୍ରୋତ।

ପୁସ୍ତକ କେବେ ମଣିଷକୁ ଏକାନ୍ତ କରାଏ ନାହିଁ, ଏହାର ଚରିତ୍ର ମାନେ ପାଠକ ସହ ପଠନ ବେଳେ ଓତଃପ୍ରୋତ ଭାବେ ଜଡିତ ହୋଇ ଯାଆନ୍ତି।

ଅନୁଭୂତି ଶିକ୍ଷା ଦେଇଥାଏ ନିଶ୍ଚୟ, କିନ୍ତୁ ଅନ୍ୟର ଅନ୍ୟର ଅନୁଭୂତିରୁ ଶିକ୍ଷା ନେବା ବିଧେୟ।

କ୍ରୋଧ ନିଜ ସତ୍ତାଠାରୁ ନିଜକୁ ଦୂର କରିଦିଏ, ଏଣୁ ଏହି ସମୟରେ ସେ ଭୂଲ କରିବସେ।

ଭଲ ଅଭ୍ୟାସ ଗୁଡିକୁ ଆପଣାଇ ସେଥିରେ ବ୍ୟସ୍ତ ରହିବା ହିଁ ଖରାପ ଅଭ୍ୟାସରୁ ଦୁରେଇ ରହିବାର ଏକ ପ୍ରକୃଷ୍ଟ ରାସ୍ତା।

ଯେଉଁ ଭୟରୁ ସଂଜମ ଓ ସଦାଚାର ଉତ୍ପନ୍ନ ହୁଏ, ସେହି ଭୟ ଉପକାରୀ।

ଯେଉଁ ସ୍ଥାନରେ ଜୀବନ ପଥେ ଲାଗେ ପ୍ରାପ୍ତ ହେଲା ବିଫଳତା ନବ ଉତ୍ସାହ ନବ ଉନ୍ମାଦ ଆଣିଦିଏ ପୁଣି ସଫଳତା।


Feed

Library

Write

Notification
Profile