Arabinda Pandi
Literary Lieutenant
5
Posts
0
Followers
0
Following

I'm Arabinda and I love to read StoryMirror contents.

Share with friends
Earned badges
See all

ହାତ ଆଞ୍ଜୁଳା ରେ ଜଳ ପରି ଜୀବନଟା ଯାଏ ଅପସରି ରୋକିବାକୁ କାରେ ଅଛି ବଳ ନା ଅଛି ତୁମର ନା ଅଛି ମୋର ।।

।। ଅତି ଆପଣାର ବୋଉଟି ମୋର ସାରା ସଂସାରେ ସବୁଠୁ ମୂଲ୍ୟ ଯେତେ ରତନ ଅଛି ସେଇଟି ମୋର ବୋଉ ର ନାଆଁ ତା ଛଡା ନୁହେଁ କିଛି ।। - Arabinda pandi

ସଂସାରକୁ ଆମେ ଆସିଅଛୁ ସିନା କରିବାକୁ ପ୍ରାଣୀ କଲ୍ୟାଣ ସ୍ୱାର୍ଥପର ହୋଇ ବଞ୍ଚିଲେ ଜୀବନେ ଜୀବନ ହେବ ଅକାରଣ ।।


Feed

Library

Write

Notification
Profile