Puja Badi
Literary Colonel
65
Posts
0
Followers
0
Following

I'm Puja and I love to read StoryMirror contents.

Share with friends

ଛୋଟ ଛୋଟ କଥାରେ ଯିଏ ଅବୁଝା ହୁଏ, ବୁଝି ଯାଅ ସେ ଆଉ ତମ କଥାକୁ, ତମକୁ ହିଁ ବୁଝିବାକୁ ଚେଷ୍ଟା ବି କରୁନି | - Puja Badi

ସମ୍ପର୍କ ଗଢିବା ପାଇଁ ସମୟ ଦରକାର ପଡ଼େନି କିନ୍ତୁ ;ସମ୍ପର୍କ କୁ ବୁଝିବା ପାଇଁ ସମୟ ର ଅତ୍ୟନ୍ତ ଜରୁରୀ | - Puja Badi

ନିଶ୍ୱାସ କୁ ନେଇ ବିଶ୍ୱାସ ରେ ଛାଡ଼, ସମୟ ସବୁ ବୁଝିବ | - Puja Badi

ହୃଦୟ କେବେ ଅନ୍ୟଠୁ ଧୋକା ଖାଏନି, ସେ ନିଜ ହୃଦୟରୁ ହିଁ ଧୋକା ପାଇଥାଏ |କାରଣ ସେ ଅନ୍ୟ ଉପରେ ବିନା କିଛି ବୁଝିସୁଝି ବିଶ୍ୱାସ କରିଯାଏ | -Puja Badi

ମରିବାର ଭୟ ବଞ୍ଚିଥିବା ଲୋକଙ୍କୁ ଅନୁଭବ କରାଇ ଦିଏ | Puja Badi

ସୁନ୍ଦର ସୁନ୍ଦର ଭାବି ସୁନ୍ଦର କୁ ଅଣଦେଖା କରିଯାଉ | Puja Badi

ଜଣେ ଜଣକ ବିନା ରହିପାରେ ହେଲେ ଜଣକୁ ଛାଡି ବିଲକୁଲ ନୁହେଁ | Puja Badi

ସମୟ କାହାକୁ ସମୟ ଦିଏ ନାହିଁ, ସମୟ ନିଜ ପାଇଁ ନିଜକୁ ବାହାର କରିବାକୁ ପଡେ | Puja Badi

ମୁଁ ନିଜ ଖୁସି ଚାହେଁ, କିନ୍ତୁ ; ଅନ୍ୟ କୁ ଦୁଃଖ ଦେଇ ନୁହେଁ | Puja Badi


Feed

Library

Write

Notification
Profile