I'm Puja and I love to read StoryMirror contents.
Share with friends
ଛୋଟ ଛୋଟ କଥାରେ ଯିଏ ଅବୁଝା ହୁଏ, ବୁଝି ଯାଅ ସେ ଆଉ ତମ କଥାକୁ, ତମକୁ ହିଁ ବୁଝିବାକୁ ଚେଷ୍ଟା ବି କରୁନି | - Puja Badi
ସମ୍ପର୍କ ଗଢିବା ପାଇଁ ସମୟ ଦରକାର ପଡ଼େନି କିନ୍ତୁ ;ସମ୍ପର୍କ କୁ ବୁଝିବା ପାଇଁ ସମୟ ର ଅତ୍ୟନ୍ତ ଜରୁରୀ | - Puja Badi
ହୃଦୟ କେବେ ଅନ୍ୟଠୁ ଧୋକା ଖାଏନି, ସେ ନିଜ ହୃଦୟରୁ ହିଁ ଧୋକା ପାଇଥାଏ |କାରଣ ସେ ଅନ୍ୟ ଉପରେ ବିନା କିଛି ବୁଝିସୁଝି ବିଶ୍ୱାସ କରିଯାଏ | -Puja Badi