ପେସାରେ ଗଣିତ ଶିକ୍ଷକ , ଇଂରାଜୀ ଓ ଓଡ଼ିଆ କବିତା, ଅଣୁ ଗଳ୍ପ ଲିଖନ ଓ ପଠନରେ ରୁଚି ରଖିଥିବା ସାଧାରଣ ମଣିଷଟିଏ
ଅନ୍ୟମାନଙ୍କର ସୁଖ ଏବଂ ଦୁଃଖକୁ ନିଜର ସୁଖ ଏବଂ ଦୁଃଖ ହୃଦବୋଧ କରୁଥିବା ବ୍ୟକ୍ତି ଶ୍ରେଷ୍ଠ ତଥା ପରମଙ୍କ ଦିବ୍ୟ ଆଶୀର୍ବାଦ ପ୍ରାପ୍ତ କରେ।
ପରିଣତ ବୟସରେ ପଶ୍ଚାତାପ କରିବା ଅପେକ୍ଷା,ବଳ ବୟସ ଥିବା ବେଳେ ପ୍ରତ୍ୟେକ କର୍ମର ପରିଣତି ପୂର୍ବାନୁମାନ ବିଶେଷ ଆବଶ୍ୟକ । ~ସୂର୍ଯ୍ୟ~