Sambit Srikumar
Literary General
AUTHOR OF THE YEAR 2020,2021 - NOMINEE

809
పోస్ట్లు
25
అనుచరులు
6
అనుసరిస్తున్నారు

"ଛାଇ ଆଲୁଅର ଖେଳ ଏ ଜୀବନ, ସଦା ଉତଫୁଲ୍ଲିତ ପ୍ରାଣର ସ୍ପନ୍ଦନ!!"

స్నేహితులతో పంచుకోండి
Earned badges
See all

ଶ୍ରମିକ, କୃଷକ, ସୈନିକ ଏବଂ ଶିକ୍ଷକ ଯେକୌଣସି ଜାତିର ଚାରୋଟି ମଜବୁତ ବୁନିଆଦି ସ୍ତମ୍ଭ ।ଏମାନଙ୍କ ବିନା ଜାତିର ଅସ୍ତିତ୍ବ ନାହିଁ ।

ପରୀକ୍ଷାର ସମୟ ଯେତେ ପ୍ରଲମ୍ବିତ ହେବ, ସଫଳତା ସେତିକି ମାତ୍ରରେ ସୁସ୍ବାଦୁ ହେବ!!

ନୂତନ ବର୍ଷ ଭରିଦେଉ ସଭିଙ୍କ ମନରେ ଅସୁମାରି ହର୍ଷ ଉଲ୍ଲାସ! ଶାନ୍ତି ମୈତ୍ରୀ ପ୍ରୀତିରେ ହସିଉଠୁ ବିଶ୍ବ ଦୂରେଇ ଯାଉ ସକଳ ହିଂସା ଦ୍ଵେଷ!!

ପରିତ୍ରାଣର ପଥେ ନେଇ ଯାଅ ପ୍ରଭୁ ଯୀଶୁ ମୋତେ, ହରି ନେଇ ପାପ ଢାଳି ଦିଅ ଆଶିଷ ମୋର ମାଥେ!!

ହେ ଯୀଶୁ! କର କ୍ଷମା ଏଇ ମଣିଷକୁ ବାରେ ଦୟା ବହି, ଆପଣା ସ୍ବାର୍ଥରେ ବୁହାଇଛି କେତେ ରକତ ନଈ!!

ନିର୍ଯାତନା ଲିଙ୍ଗଭେଦ ଦେଖେ ନାହିଁ! ପୁରୁଷର ଲୁହ ବାହରକୁ ଆସେ ନାହିଁ!!

ଦୁଃଖର ବାରୁଦ ଗଦାରେ ଠିଆ ହୋଇ ମୁହିଁ ସାଉଁଟୁଛି ମୁଠେ ଖୁସି, ସହସ୍ର ଯାତନା ନିଶ୍ଚୁପେ ସହି ସଦା ଦେଉଛି ଚେନାଏ ହସି!!!

ନିଜ ହାତରେ ନିଜକୁ ଲୁଟାଇବା ପରେ, ଦୋଷ ଲଦିବି ବା ଆଉ କାହା ଉପରେ?

ମଦରେ ମଦ, କେଡ଼େ ମଧୁର ତୋହରି ସ୍ବାଦ! ତୋ ମାୟାରେ ବାୟା ଆବାଳବୃଦ୍ଧ, ବିନା ତୋହର ଲାଗେ ନିରସ ବିବାହ - ବ୍ରତ - ପୁନିଅଁ - ଶ୍ରାଦ୍ଧ!!


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్