Jayasena Pradhan
Literary Colonel
75
Posts
0
Followers
0
Following

MA IN ODIA AND MA IN SANSKRIT AND B. ed I am odia lecture

Share with friends
Earned badges
See all

ମଣିଷ ଜୀବନ ପାଣି ଫୋଟକା ଟେ କହିହୁଏ ନାହିଁ କିଛି। ଆଜି ହେଲେ କାଲିକି ନଥିବ ଜୀବନଟା ମିଛି ମିଚଛି।।

ମଣିଷ ଜୀବନ ପାଣି ଫୋଟକା ଟେ କହିହୁଏ ନାହିଁ କିଛି। ଆଜି ହେଲେ କାଲିକି ନଥିବ ଜୀବନଟା ମିଛି ମିଚଛି।।

ଏହି ସଂସାରରେ ସତତ କ୍ଷୁଦ୍ର ଭିତରେ ହିଁ ବିରାଟତା ଲୁଚି ରହିଥାଏ।

ମନୁଷ୍ୟ ଜୀବନ ମାତ୍ରକେ ଭୁଲ ତ ଅବଶ୍ୟ ରହିଛି।ପରନ୍ତୁ ମନୁଷ୍ୟ ସର୍ବଦା ନିଜ ଭୁଲ କୁ ବୁଝିବା ଆବଶ୍ୟକ।।

यत्र कर्मम अस्ति।तत्र फलमपी अस्ति।

जबतक हम सब अछे काम करेंगे। तबतक हमें अछे फल प्राप्ति होगी।।

परिश्रम अच्छा है तो फल भी अच्छा ही मिलेगा।।

ମନୁଷ୍ୟ ଜୀବନକୁ ସବୁବେଳେ ସତ୍ୟ ଶିବ ସୁନ୍ଦର ସ୍ୱରୂପ କରିବା ଆବଶ୍ୟକ।

ମଣିଷ ଜୀବନରେ ସବୁବେଳେ କେତେଗୁଡିଏ ଘଟଣାର ସମଷ୍ଟି ହିଁ ଦେଖାଯାଏ।


Feed

Library

Write

Notification
Profile