Narayan Sethi
Literary Colonel
46
ಪೋಸ್ಟ್\u200cಗಳು
2
ಅನುಯಾಯಿಗಳು
2
ಅನುಸರಿಸಲಾಗುತ್ತಿದೆ

ମୋ ମନ ଭିତରେ ଆସୁଥିବା ପ୍ରତିଟି ଭାବନା କୁ ମୁଁ ଲେଖା ସହାୟତାରେ ଆପଣଙ୍କ ପାଖରେ କିଛି ନୁଆ ଭାବ କୁ ଗଳ୍ପ ଓ କବିତା ଦ୍ଵାରା ରଚିତ କରୁଛି ✍️🙏

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ଜୀବିତ କର୍ମ ନିଜ କର୍ମ ଅନୁସାରେ ନର୍କ କୁ ହେଉ କିମ୍ବା ସ୍ବର୍ଗ ତୁମେ ଜୀବ ଏଇ ତ ବିଧିର ବିଧାନ ଜୀବିତ ରହିବ କେବଳ... ତୁମ କଲା କର୍ମ ର ଫଳ....!!

ପ୍ରେମ ପ୍ରେମ ନୁହେଁ ପାଇବାର ଆଶା ପ୍ରେମ ନୁହେଁ ଅବଶୋଷ ପ୍ରେମ ନୁହେଁ ସଂଭୋଗ ର ଲାଳସା ପ୍ରେମ କେବଳ ତ୍ୟାଗ ପ୍ରେମ କେବଳ ପବିତ୍ର ଆଉ ପ୍ରେମ ଗୋଟେ ଭାବର ମନ୍ଦିର ପ୍ରେମ କେବଳ ଗୋଟେ ବିଶ୍ଵାସ

" ସତରେ ଏ ପ୍ରେମ ବେଶ ନିଆରା କାରଣ ଯେତେେଳେ ମନଟା ଭାରି ଦୁଃଖରେ ଥାଏ ସେତବେଳେ କେଜାଣି କାହିଁକି ତୁମ କଥା ମୋର ଭାରି ମନେପଡେ "

କେଜାଣି କାହିଁକି ତୁମେ ମନେ ପଢ଼ ଭୁଳିବାକୁ ଚାହିଁଲେ ବି ଏଇ ଶାନ୍ତ ମନରେ କେମିତି ଉଠି ଆସେ ବିଶାଳ ଝଡ଼

କେଜାଣି କାହିଁକି ତୁମେ ମନେ ପଢ଼ ଭୁଳିବାକୁ ଚାହିଁଲେ ବି ଏଇ ଶାନ୍ତ ମନରେ କେମିତି ଉଠି ଆସେ ବିଶାଳ ଝଡ଼

ଦୁଃଖ ଯେବେ ଆସେ ହାରିବା ଶିକ୍ଷା ଦିଏନି ଜିତିବାର ପରୀକ୍ଷା ରେ ପାସ ହେବା ପାଇଁ ସାହସ ଶିକ୍ଷା ଦିଏ

ସମୟ ସହିତ ନିଜକୁ ବଦଳାଇବା ଉଚିତ କିନ୍ତୁ ତା ନୁହେଁ ଯେ ନିଜକୁ ସବୁ ସମ୍ପର୍କ ଠୁ ଦୁରେଇ ଯିବା ଭୁଲ

ପ୍ରେମ ..... ପ୍ରେମ କୁ ବୁଝିବା କଷ୍ଟକର କିନ୍ତୁ ନିଜକୁ ଆଉ ନିଜ ବିଶ୍ୱାସ କୁ ବୁଝିବା ସହଜ ତେଣୁ ପ୍ରେମ କୁ ପାଇବାକୁ ହେଲେ ବିଶ୍ୱାସ ର ସହିତ ପ୍ରେମ କୁ ପୂଜା କରିବା ଉଚିତ

तुझे भरोसा किया प्यार किया गलती किया लेकिन अच्छा हुआ तुमने मुझे ठुकुरा दिया तेरी नफरते ही मुझे आज जिंदेगी की असली रास्ता दिखा दिया


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್