Purnima Prusty
Literary Colonel
179
Posts
102
Followers
2
Following

ଆଖି ମୋର ସ୍ବପ୍ନ ତୋର... କାହାଣୀ ଟିଏ ତୁ , ଶବ୍ଦ ମୁଁ ତୋର ଆକୁହା କାହାଣୀର...

Share with friends
Earned badges
See all

ଆତ୍ମସମ୍ମାନ ଚିତ୍କାର କରିବା ଜାଣେନି ବାସ୍ ଭୁଲ୍ ଲୋକଙ୍କ ଠାରୁ ଦୁରେଇ ନିଏ,,, ଆନ୍ତରିକତା ହୀନ ସମ୍ପର୍କରେ ବାନ୍ଧିରଖେନି ନିଜ ସହ ବଞ୍ଚିବା ଶିଖେଇ ଦିଏ...

ବଡ଼େଇ ଦେଖେଇ ଆସିଥିଲା କହିବାକୁ ତାର ସଂଘର୍ଷର କାହାଣୀ... ମୁଁ ବି ଶୁଣେଇ ଦେଲି,,, ଅସଲରେ ସଂଘର୍ଷ ତ ଜିଭ ହିଁ କରୁଛି ବତିଶ ଦାନ୍ତ ଭିତରେ ଥାଇ ପ୍ରତି ମୁହୂର୍ତ୍ତରେ...

ବଡ଼େଇ ଦେଖେଇ ଆସିଥିଲା କହିବାକୁ ତାର ସଂଘର୍ଷର କାହାଣୀ... ମୁଁ ବି ଶୁଣେଇ ଦେଲି,,, ଅସଲରେ ସଂଘର୍ଷ ତ ଜିଭ ହିଁ କରୁଛି ବତିଶ ଦାନ୍ତ ଭିତରେ ଥାଇ ପ୍ରତି ମୁହୂର୍ତ୍ତରେ...

ସବୁ ଭୁଲି ଯାଇ ଅଚିନ୍ତା ନିଦରେ ଶୋଇ ଯିବା ପାଇଁ ଇଛା ରାଜମହଲର ରାଜା ସୁଖ ପାଇଁ ତିଳେ ମାତ୍ର ନାଇଁ ବାଞ୍ଛା...

ହାତରେ ବଢିଥିବା ନଖ କୌଣସି ହତିଆର ଠୁ କମ୍ ନୁହଁ କାହାରି ପ୍ରତି ଦରକାରଠାରୁ ଅଧିକ ବିଶ୍ୱାସ କୌଣସି ବିଷ ଠୁ କମ୍ ନୁହଁ

ସତ୍ୟର ମୂଳଦୁଆରେ ତିଆରି କୁଡ଼ିଆ ମିଛର ମୂଳଦୁଆରେ ତିଆରି କୋଠା ଠାରୁ ବି ଅଧିକ ମଜବୁତ୍...

ପାଦରେ ଆଘାତ ଲାଗିଲେ ଚାଲିବାର ଶୈଳୀ ଆଉ ହୃଦୟରେ ଆଘାତ ଲାଗିଲେ ବଞ୍ଚିବାର ଶୈଳୀ ବଦଳି ଦିଏ

ଏଠି ଦିନର ସ୍ୱଚ୍ଛ ଆଲୁଅରେ ବି ମଣିଷର ଅସଲ ଚେହେରା ଦେଖିବା ସମ୍ଭବ ହୁଏନି

ମିଛ ବାହାନା ଆଉ ମିଛ ପ୍ରତିଶୃତିର ନକଲି ଚେହେରା ସବୁବେଳେ ହସୁଥିବା ଅସଲି ଚେହେରାରୁ ବାସ୍ତବ ହସ ଛଡେଇ ନିଏ


Feed

Library

Write

Notification
Profile