ଆହା କି ସୁନ୍ଦର ମନଲୋଭା ଦୃଶ୍ୟ କହ୍ନେଇ ହୋଇଛି ସଜ, ମଲ୍ଲୀ, ଚମ୍ପା ଗୁନ୍ଥା ଗଜରା ପିନ୍ଧିଛି ମହକେ ସୁଗନ୍ଧ ରାଜ।। *କାନନ*
ବିଶ୍ୱାସ ର ଦୀପ ଜଳୁଥାଉ ସଦା ମୋମନ ମନ୍ଦିରେ ତୋ ପାଇଁ ସଖା ତୋ କୃପାକରୁଣା କରିବୁନି ଉଣା ତୋ ପାଦେ ପଡି ମୁଁ କରୁଛି ଭିକ୍ଷା।। *କାନନ*
ଅଣାୟତ ମନ ଲଗାମ ବିହୀନ କର୍ମ ତା ବିବେକ ଶୁନ୍ୟ, ସଂସ୍କାର,ସଂସ୍କୃତି ସଂଯମତା ଥିଲେ ମନ ହୁଏ ବୃନ୍ଦାବନ।। 💐କାନନ ବାଳା ଦାସ💐
ଅଣାୟତ ମନ ଲଗାମ ବିହୀନ କର୍ମ ତା ବିବେକ ଶୁନ୍ୟ, ସଂସ୍କାର,ସଂସ୍କୃତି ସଂଯମତା ଥିଲେ ମନହୁଏ ବୃନ୍ଦାବନ। 💐କାନନ ବାଳା ଦାସ💐
ଅତୀତ ଗୌରବ ସ୍ମୃତି ସଉରଭ ପ୍ରତୀକ ପ୍ରମାଣ ସାଜି, ଏବେବି ଜୀବନ୍ତ ମୁକସାକ୍ଷୀହୋଇ ଉତ୍କଳର କୀର୍ତ୍ତି ରାଜି।। 🥀କାନନ ବାଳା ଦାସ🥀