Prabhati Debnath
Literary Colonel
65
Posts
96
Followers
2
Following

ପେଷା-ଶିକ୍ଷାଦାନ ନିଶା-ଲେଖା

Share with friends

ମନ୍ଦକୁ ଛାଡ଼ି କି ଉତ୍ତମ ବାଛିବା ପଙ୍କରୁ ପଦ୍ମ ଖୋଜି ଆଣିବା ଅଜ୍ଞାନ ଛାଡ଼ି ଜ୍ଞାନକୁ ଆଦରିବା ସଚେତନତା ବାର୍ତ୍ତା ବାଣ୍ଟିବା ।।

ସପନ ରାଜ୍ୟରେ ଏତେ ମାଦକତା ଭୁଲି ପାରନ୍ତି ନି କେହି , ମାନ ଅଭିମାନ ଦୁଃଖ ସୁଖ ମଧ୍ୟେ ଭାବ ଉଠିଥାଏ ଚେଇଁ ।

ତାଙ୍କୁ ପୂଜା କରି ଶାନ୍ତିରେ ରହିବା ଦୁଃଖ ଆସିବନି କେବେ , ସରଗଠୁ ବଡ଼ ବାପା ମାଆ ଆମ ଆଶିଷ ଅନେକ ଦେବେ ।

ଯେମିତି କରିବା ସେମିତି ପାଇବା କର୍ମ ଅନୁସାରେ ଫଳ ଭଲ କାମ କରି ଜ୍ଞାନକୁ ଅର୍ଜିଲେ ମିଳିବ କେତେ ସୁଫଳ !

ଅଜ୍ଞାନ ରୂପକ ଅନ୍ଧକାର ଠାରୁ ଦୂରେଇ ରହିଲେ ସର୍ବେ ହୃଦୟ ଭିତରେ ସାହସ ବଢ଼ିବ ଶାନ୍ତିର ପ୍ରଭାବ ଭାବେ ।

ସତଟିକୁ ମିଛ ମିଛଟିକୁ ସତ ନୁହଁଇ ଉତ୍ତମ କାମ ଏପରି କରିଲେ ଯନ୍ତ୍ରଣା ମିଳିବ ମିଳିବ ନାହିଁ ସୁନାମ ।

ଏକତା ରହିଲେ ମଣିଷ ଭିତରେ କ୍ଷମତାର ବୃଦ୍ଧି ହୁଏ ହିଂସା ଘୃଣା ଲୋଭ ପରିହାର କଲେ ଆତଙ୍କ ଦୂରେଇ ଯାଏ ।

ମଣିଷ ଜୀବନ ଦୀର୍ଘ ଯାତ୍ରା ପଥେ ଚାଲିଥାଏ ଲକ୍ଷ୍ୟ ନେଇ କର୍ତ୍ତବ୍ୟ ବୋଧର ଫଳ ନ ପାରି ଉଠିଥାଏ ସଦା ଚେଇଁ ।।

ମଣିଷ ଜୀବନ ଦୀର୍ଘ ଯାତ୍ରା ପଥେ ଚାଲିଥାଏ ଲକ୍ଷ୍ୟ ନେଇ କର୍ତ୍ତବ୍ୟ ବୋଧର ଫଳ ନ ପାରି ଉଠିଥାଏ ସଦା ଚେଇଁ ।।


Feed

Library

Write

Notification
Profile