ଇନ୍ଦ୍ରଧନୁର ରଂଗ..
Share with friends
ମୌନତା ନୀରବତାର ଲକ୍ଷଣ ନୁହେଁ, ସଶକ୍ତ,ସଶବ୍ଦ ସମ୍ଭାଷଣର ଲକ୍ଷଣ, ବଳିଷ୍ଠ ଭାଷା ପ୍ରୟୋଗର ପରିମାର୍ଜିତ, ପରି ପ୍ରକାଶର ପରିବର୍ତ୍ତିତ ମାଧ୍ୟମ..! 🇳🇪ମହାତ୍ମା ଗାନ୍ଧୀ🇳🇪 @ଇନ୍ଦ୍ରଧନୁର ରଂଗ..🌷
ଆଜାଦିର ସୁରକ୍ଷା କେବଳ ଦେଶ ସୈନିକଙ୍କର ନୁହେଁ, ପ୍ରତି ଜନ ମାନସଙ୍କର ଏକତ୍ରତାର ଆବଶ୍ୟକତା..! ଲାଲ ବହାଦୁର ଶାସ୍ତ୍ରୀ.. 🇳🇪 @ଇନ୍ଦ୍ରଧନୁର ରଂଗ..🌷