ଲେଖା ମୋ ନିଶା
Share with friends
ବ୍ୟସ୍ତ ବହୁଳ ଜୀବନ ରେ ଟିକେ ଫୁରସତ ପାଇବା ପାଇଁ ଏକ ଅତିରିକ୍ତ ଛୁଟି ଦିନ ଖୁସି ବଢ଼ାଇ ଥାଏ | ପରିବାର ଓ ସମ୍ପର୍କୀୟ ସହିତ ସମୟ ବିତାଇବାରେ ଯାଏ |
ବିଦ୍ୟାଳୟ ରେ ପଢିଲା ବେଳେ ଶୀତ ଛୁଟି ହେଉ କି ଗ୍ରୀଷ୍ମ ଛୁଟି ଯଦି ସୀମିତ ଛୁଟି ପରେ ଏକ ଅତିରିକ୍ତ ଛୁଟି ମିଳି ଯାଉଥିଲା ତା ହେଲେ ଆମ ସାଙ୍ଗ ମାନଙ୍କ ମଧ୍ୟରେ ଖୁସି ଦ୍ବିଗୁଣିତ ହେଇ ଯାଉଥିଲା |