@er-suchismita-satpathy

Er. Suchismita Satpathy
Literary Brigadier
AUTHOR OF THE YEAR 2020,2021 - NOMINEE

203
Posts
4
Followers
2
Following

ଲେଖା ମାଧ୍ୟମରେ ଅଗଣିତ ପାଠକ ପାଠିକାଙ୍କ ହୃଦୟକୁ ଛୁଇଁବାର ଏକ କ୍ଷୁଦ୍ରତମ ପ୍ରୟାସ।ସାରସ୍ବତ ସମ୍ମାନ ୨୦୨୧ ଦ୍ଵାରା ସମ୍ମାନିତ ହୋଇଥିବାରୁ ଷ୍ଟୋରିମିରର୍ ପରିବାର କୁ ମୋର ଧନ୍ୟବାଦ। ଇତି ମଧ୍ୟରେ ମୋର କାହାଣୀ"ଆଖ୍ୟାୟିନ", "ମହିଷାମର୍ଦ୍ଦିନୀ" "ପାର୍ବଣ" ପୁସ୍ତକରେ ପ୍ରକାଶିତ।ଷ୍ଟୋରୀମିରର ଦ୍ୱାରା ଆୟୋଜିତ କେତେକ ପ୍ରତିଯୋଗିତାରେ ମୁଁ ବିଜେତା ମଧ୍ୟ... Read more

Share with friends

ନାହିଁ ଆଜି କୋଳାହଳ ନାହିଁ ଆଜି ଭୋଜି, ଜନ୍ମଦିନ ପାଳେ ମାନବ ମାଧବ କୁ ଭଜି।

ନାହିଁ ଆଜି କୋଳାହଳ ନାହିଁ ଆଜି ଭୋଜି, ଜନ୍ମଦିନ ପାଳେ ମାନବ ମାଧବ କୁ ଭଜି।

ମନୋଭାବ ଥିବା ବ୍ୟକ୍ତି ଆଗକୁ ଦୁଇ ପାଦ ଆଗେଇବାର ସାହାସ ପାଇଥାଏ

ମଣିଷ ମାତ୍ର କେ ମନୋଭାବ ରହିବ ହିଁ ରହିବ

ଜନ୍ମଦିନରେ ଦୀର୍ଘ ଜିବି ହେବାର ଶୁଭେଚ୍ଛା ଭିତରେ ଆମେ ଭୂଲିଯାଉ ଏ ଭିତରେ ଗୋଟିଏ ବର୍ଷ କଟିଗଲାଣି

ନାହିଁ ଆଜି କୋଳାହଳ ନାହିଁ ଆଜି ଭୋଜି, ଜନ୍ମଦିନ ପାଳେ ମାନବ ମାଧବଙ୍କୁ ଭଜି

ଜନ୍ମଦିନ ଆଜି ପାଳୁଛି ମାନବ, ବନ୍ଧୁଙ୍କ ଗହଣେ ବସି,ସବୁ ମନେ ରଖି ଭୂଲିଛି ତାହାକୁ, ଯିଏ ଦେଇଛି ତା ମୁଖେ ଖୁସି

କାହିଁ ଗଲା ସେ ମନ୍ଦିର ଯିବା, ପିଲା ପାଇଁ ଶୁଭ ମନାସିବା,ଆଧୁନିକ ହେଲା ଜନ୍ମଦିନ,ସାଙ୍ଗ ସାଥଗ ସଙ୍ଗେ କେକ୍ କାଟିବା

ଜନ୍ମ ଦିନ ହିଁ ମନେ ପକାଏ ମାଆକୁ ତାର ଉଦର ବେଦନାର ସୁଖଦ ସ୍ମୃତି


Feed

Library

Write

Notification
Profile