@hw3p5zw8

ARCHANA DEO
Literary Captain
23
Posts
8
Followers
9
Following

None

Share with friends
Earned badges
See all

Submitted on 02 Jun, 2020 at 14:17 PM

ଓଡ଼ିଆ ଜାତିର ସଂସ୍କୃତି ହେଉଛି ମହାନ୍ ସଂସ୍କୃତି । ଏହାର ଦେବତା ଶ୍ରୀ ଜଗନ୍ନାଥ ଯିଏ ରାଷ୍ଟ୍ର ଦେବତା ରୂପେ ବିଦ୍ୟମାନ। ପୁଣି ଓଡ଼ିଶାର ପାଇକମାନଙ୍କ ବୀରତ୍ୱ ଭାରତରେ କାହାହିଁ କି ପୁରା ବିଶ୍ୱରେ ପ୍ରଶଂସିତ।

Submitted on 24 May, 2020 at 05:00 AM

ତୁମରି ସ୍ମୃତିକୁ ସାଇତି ରଖିଛି ମୁଁ ଏବେବି ମୋ ହୃଦୟ ଟାଇରୀରେ ଥରେ ଆସି ପ୍ରିୟା ଲେଖୀ ଦେଇ ଯାଅ ପ୍ରେମ ଭରା ରଙ୍ଗ ତୁଳୀରେ ଅର୍ଚ୍ଚନା ଦେଓ

Submitted on 19 May, 2020 at 02:06 AM

ଏଠି ସେ ଅଛି ସେଇଠି ନାହିଁ ସେଇଠି ଅଛି ହେଲେ ଏଠି ନାହିଁ।

Submitted on 18 May, 2020 at 00:46 AM

ଏ ସୃଷ୍ଟିରେ କିଛି ବି ଅସମ୍ଭବ ନୁହେଁ ନ ହେଲେ କାଲି ଯିଏ ରାଜା ଆଜି ସିଏ ଭିକାରୀ ଓ କାଲି ଯିଏ ଭିକାରୀ ଆଜି ସିଏ ରାଜା ହୋଇ ପାରନ୍ତେ ନାହିଁ।

Submitted on 17 May, 2020 at 06:40 AM

ଗୋଟିଏ ସମ୍ପର୍କର ମୂଳ ଦୁଆ ହେଉଛି ବିଶ୍ୱାସ, ଯେଉଁଠୁ ବିଶ୍ୱାସ ନାହିଁ ସେହିଠି ସମ୍ପର୍କ ଚିରସ୍ଥାୟୀ ହୋଇ ରହିପାରେ ନାହିଁ।

Submitted on 17 May, 2020 at 02:24 AM

କବି ଜୀବନ ଭାରି କଷ୍ଟ ତାକୁ ଉପ ଯୁକ୍ତ ସମାନ ମିଳେନି ଯେଉଁ ସମାନର ସେମାନେ ଅଧିକାରୀ

Submitted on 16 May, 2020 at 06:55 AM

ମଣିଷ ଜନ୍ମ ପାଇଛ ଦୁଃଖ କଷ୍ଟ ତ ଦିନେ ନା ଦିନେ ନିଶ୍ଚୟ ଆସିବ ତାରି ଭିତରେ ରହି ଯିଏ ଖୁସିକୁ ଅନୁଭବ କରି ପାରିବ ତାରି ଜୀବନ ସାର୍ଥକ ହେବ।

Submitted on 06 May, 2020 at 03:30 AM

ଦୁଃଖ ତ ନିଶ୍ଚିତ ଆସିବ ସେଥିରେ ବିଚଳିତ ନ ହୋଇ ଖୁସିକୁ ଅପେକ୍ଷା କରିବାର ନାମ ଜୀବନ

Submitted on 06 May, 2020 at 03:30 AM

ଦୁଃଖ ତ ନିଶ୍ଚିତ ଆସିବ ସେଥିରେ ବିଚଳିତ ନ ହୋଇ ଖୁସିକୁ ଅପେକ୍ଷା କରିବାର ନାମ ଜୀବନ


Feed

Library

Write

Notification
Profile