ARCHANA DEO
Literary Captain
29
Posts
6
Followers
9
Following

None

Share with friends

ଜୀବନ ଏକ ଖୋଲା ବହି ପରି ଯେତେ ପୃଷ୍ଠା ଓଲଟାଇବ ସେତେ ନୂଆ ନୂଆ ଶିକ୍ଷା ଗ୍ରହଣ କରିବ, ହେଲେ ଯେବେ ତାକୁ ବନ୍ଦ ରଖିବ ସେତେ ଶିକ୍ଷା ଅସମ୍ପୂର୍ଣ୍ଣ ରହିବ।

ଜୀବନ ଏକ ଖୋଲା ବହି ପରି ଯେତେ ପୃଷ୍ଠା ଓଲଟାଇବ ସେତେ ନୂଆ ନୂଆ ଶିକ୍ଷା ଗ୍ରହଣ କରିବ, ହେଲେ ଯେବେ ତାକୁ ବନ୍ଦ ରଖିବ ସେତେ ଶିକ୍ଷା ଅସମ୍ପୂର୍ଣ୍ଣ ରହିବ।

ଓଡ଼ିଆ ଜାତିର ସଂସ୍କୃତି ହେଉଛି ମହାନ୍ ସଂସ୍କୃତି । ଏହାର ଦେବତା ଶ୍ରୀ ଜଗନ୍ନାଥ ଯିଏ ରାଷ୍ଟ୍ର ଦେବତା ରୂପେ ବିଦ୍ୟମାନ। ପୁଣି ଓଡ଼ିଶାର ପାଇକମାନଙ୍କ ବୀରତ୍ୱ ଭାରତରେ କାହାହିଁ କି ପୁରା ବିଶ୍ୱରେ ପ୍ରଶଂସିତ।

ତୁମରି ସ୍ମୃତିକୁ ସାଇତି ରଖିଛି ମୁଁ ଏବେବି ମୋ ହୃଦୟ ଟାଇରୀରେ ଥରେ ଆସି ପ୍ରିୟା ଲେଖୀ ଦେଇ ଯାଅ ପ୍ରେମ ଭରା ରଙ୍ଗ ତୁଳୀରେ ଅର୍ଚ୍ଚନା ଦେଓ

ଏଠି ସେ ଅଛି ସେଇଠି ନାହିଁ ସେଇଠି ଅଛି ହେଲେ ଏଠି ନାହିଁ।

ଏ ସୃଷ୍ଟିରେ କିଛି ବି ଅସମ୍ଭବ ନୁହେଁ ନ ହେଲେ କାଲି ଯିଏ ରାଜା ଆଜି ସିଏ ଭିକାରୀ ଓ କାଲି ଯିଏ ଭିକାରୀ ଆଜି ସିଏ ରାଜା ହୋଇ ପାରନ୍ତେ ନାହିଁ।

ଗୋଟିଏ ସମ୍ପର୍କର ମୂଳ ଦୁଆ ହେଉଛି ବିଶ୍ୱାସ, ଯେଉଁଠୁ ବିଶ୍ୱାସ ନାହିଁ ସେହିଠି ସମ୍ପର୍କ ଚିରସ୍ଥାୟୀ ହୋଇ ରହିପାରେ ନାହିଁ।

କବି ଜୀବନ ଭାରି କଷ୍ଟ ତାକୁ ଉପ ଯୁକ୍ତ ସମାନ ମିଳେନି ଯେଉଁ ସମାନର ସେମାନେ ଅଧିକାରୀ

ମଣିଷ ଜନ୍ମ ପାଇଛ ଦୁଃଖ କଷ୍ଟ ତ ଦିନେ ନା ଦିନେ ନିଶ୍ଚୟ ଆସିବ ତାରି ଭିତରେ ରହି ଯିଏ ଖୁସିକୁ ଅନୁଭବ କରି ପାରିବ ତାରି ଜୀବନ ସାର୍ଥକ ହେବ।


Feed

Library

Write

Notification
Profile