I'm Debjani and I love to read StoryMirror contents.
Share with friends
ପ୍ରଥମ ଥର ମିଛ କହିବା ସହଜ,କିନ୍ତୁ ଏହା ପରେ କେବଳ ଅସୁବିଧା ଦିଏ। ପ୍ରଥମ ଥର ସତ କହିବା କଷ୍ଟ ହେଇପାରେ, କିନ୍ତୁ ପରେ ଏହା ଆରାମ ଦିଏ।
ଶତ୍ରୁ ସୃଷ୍ଟି କରିବା ପାଇଁ ଲଢେଇ, ଝଗଡ଼ା କରିବା ଦରକାର ନାହିଁ, ନିଜର ପ୍ରାପ୍ୟ ମାଗିଲେ ଓ ସତ କହିବା ଜାରି ରଖିଲେ ହିଁ ,କେତେ ଶତ୍ରୁ ସୃଷ୍ଟି ହୋଇଯିବେ ,ନିଜ ପରିବାରରେ ବି ଅନେକ ମିଳିଯିବେ।