I'm Anuradha and I love to read StoryMirror contents.
Share with friends
କାହିଁ କେତେଦିନୁ ତୁମର ଦର୍ଶନ ଅଭିଳାଷା ରେ ତୁମର ଡୋରି କୁ ଅପେକ୍ଷା କରିଅଛି। କାହିଁ କେ ଜାଣେ ତୁମର ସେହି ମନୋରମା ଚକାନୟନ କୁ ଦର୍ଶନ କରି କାନ୍ଦିବାକୁ ମନ ହେଉଅଛି। । ll ଜୟ ଜଗନ୍ନାଥ ll